ବନବାସୀ ସେବା ସମିତିର ପ୍ରତିଷ୍ଠାତା ସମ୍ପାଦକଙ୍କ ଧର୍ମ ପତ୍ନୀ ତଥା ଧର୍ମ ପରାୟଣ ମହିଳାଙ୍କ ପରଲୋକ : ସମଗ୍ର ଅଞ୍ଚଳରେ…
ବାଲିଗୁଡ଼ା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତିର ପ୍ରତିଷ୍ଠାତା ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନାଙ୍କ ଧର୍ମ ପତ୍ନୀ ମାଳତୀ ଜେନା (୭୩)ଙ୍କ ମଙ୍ଗଳବାର ଅପରାହ୍ନରେ ସମିତି ପରିସର ବାସ ଭବନ ରେ ପରଲୋକ ହୋଇଛି l ଏ!-->…