୧୦ଟଙ୍କା ରିଚାର୍ଜ ଓ ୩୬୫ ଦିନ ବୈଧତା ଅନିବାର୍ଯ୍ୟ କଲେ TRAI, ଦ୍ୱିତୀୟ ସୀମ୍ ଆକ୍ଟିଭେଟ ରଖିବା ଏବେ ହେବ ଶସ୍ତା

ଭୁବେନେଶ୍ୱର,(ଏସ.ଏମ.ପି):- ଟେଲିକମ ରେଗୁଲେଟର 'ଟ୍ରାଇ' ଦେଶର ୧୨୦କୋଟିରୁ ଅଧିକ ମୋବାଇଲ ୟୁଜରଙ୍କ ହୀତରେ ନୂଆ ନିୟମ ଜାରି କରିଛନ୍ତି। ଯାହାଦ୍ୱାରା ଆପଣଙ୍କ ମୋବାଇଲ ଅନୁଭବ ଆହୁରି ସହଜ, ଶସ୍ତା ଓ ସୁବିଧାଜନକ ହୋଇପାରିବ। ଆସନ୍ତୁ ବିସ୍ତାରରେ ବୁଝନ୍ତୁଏହି ପରିବର୍ତ୍ତନ ଆପଣଙ୍କ ପାଇଁ କ'ଣ…

ଆଉ ନାହାନ୍ତି ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ, ୮୫ ବର୍ଷ ବୟସରେ ପରଲୋକ

ଭୁବନେଶ୍ୱର,(ଏସ.ଏମ.ପି.):- ପରଲୋକରେ ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ । ଲକ୍ଷ୍ନୌର SGPGI ହସ୍ପିଟାଲରେ ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ବୁଧବାର ସକାଳ ୮ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। କିଛି ଦିନ…

ନୂଆ ଯୋଜନା ଘୋଷଣା କଲେ ରାଜ୍ୟ ସରକାର: ପୁତ୍ର ସନ୍ତାନ ଜନ୍ମ ହେଲେ ମିଳିବ ୧୦ ହଜାର ଟଙ୍କା ଝିଅ ଜନ୍ମହେଲେ ମିଳିବ ୧୨…

ଖୋର୍ଦ୍ଧା,ଜିଲ୍ଲା(ସଞ୍ଜୀବ କୁମାର):- ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମମତା ଯୋଜନା ସହିତ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବେ (Co-Branding) କାର୍ଯ୍ୟକାରୀ କରାଯିବ । ଏଥିରେ କନ୍ୟା ସନ୍ତାନ ଜନ୍ମ ପାଇଁ ଗର୍ଭବତୀମାନଙ୍କୁ ବର୍ଷକୁ ଅଧିକ ୨ ହଜାର ଟଙ୍କା ପ୍ରଦାନ କରାଯିବ…

ସମବାୟ ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା କମିଟିର ପ୍ରଥମ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ…

ଭୁବନେଶ୍ୱର,(ପି.ଆଇ.ବି):- କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ନୂଆଦିଲ୍ଲୀଠାରେ 'ସମବାୟକୁ ସୁଦୃଢ଼ ​​କରିବା ପାଇଁ ନିଆଯାଇଥିବା ଏବଂ ଜାରି ରହିଥିବା ପଦକ୍ଷେପ' ସମ୍ପର୍କରେ ଗଠିତ ସମବାୟ ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା କମିଟିର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି।…

ମାଘୀ ପୂର୍ଣ୍ଣିମାରେ ପବିତ୍ର ବୁଡ଼ ପକାଇବା ପରେ ବିନା ବିଳମ୍ବରେ ଶ୍ରଦ୍ଧାଳୁଙ୍କ ଘରକୁ ଫେରାଇ ନେବା ଲାଗି ଦିନରାତି କାମ…

ଭୁବନେଶ୍ୱର,(ପି.ଆଇ.ବି):- କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରେଳବୋର୍ଡ ସିଇଓ ତଥା ସିଆରବି ଶ୍ରୀ ସତୀଶ କୁମାର ଆଜି ରେଳ ଭବନରେ ଥିବା ୱାର ରୁମରେ ଉତ୍ତର ପ୍ରଦେଶ ପ୍ରୟାଗରାଜର ବିଭିନ୍ନ ରେଳ ଷ୍ଟେସନଗୁଡ଼ିକର ଭିଡ଼ ପରିଚାଳନା ପରିସ୍ଥିତିର ସମୀକ୍ଷା କରିଛନ୍ତି। ସମସ୍ତ…

ତମାଖୁ ସେବନ କ୍ୟାନସରର କାରଣ

ଆର,ଉଦୟଗିରି,(ମନୋଜ କୁମାର ପାଢ଼ୀ):- ଗଜପତି ଜିଲ୍ଲାର ଆର .ଉଦୟଗିରି ବ୍ଲକ୍ ଅଧିନସ୍ଥ କେ. ଏମ. ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି।ଏହି ଅବସରରେ ଜୁନିଅର ରେଡକ୍ରସର ଆର୍. ପି. ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଏବଂ ଆର . ଉଦୟଗିରି…

ରାସ୍ତାକଡ଼ରୁ ୨ ଅଜଗର ସର୍ପ ଜୀବନ୍ତ ଉଦ୍ଧାର

କୁକୁଡ଼ାଖଣ୍ଡି,(ଇ.ରଞ୍ଜନ):- କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଆମ୍ବଗଡ଼ ଗ୍ରାମ ମୁଖ୍ୟ ରାସ୍ତା ପାଶ୍ୱରୁ ଦୁଇଗୋଟି ଅଜଗର ସାପ ଉଦ୍ଧାର ହୋଇଛି , ସାପ ଦୁଇଟି ରାସ୍ତା ଅତିକ୍ରମ କରୁଥିବା ସମୟରେ ଲୋକ ଆକ୍ରମଣ କରୁଥିବା ଖବର ପାଇ ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର ଓ…

ମାଘ ପୁର୍ଣିମା ରେ ଗଙ୍ଗା ମାତା ଙ୍କ ମହାନଦୀ ଆଳତୀ ସମାପନ.

  ନୟାଗଡ,(ପ୍ରଭାକର ଶିରୋମଣି):- ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନୀଳମାଧଵ ପୀଠ କଣ୍ଟିଲୋ ହାଟମୁଣ୍ଡ ପାଟଣା ସ୍ଥିତ ପବିତ୍ର ମହାନଦୀ କୂଳରେ ପ୍ରତିଷ୍ଠିତ ଗଙ୍ଗା ଦେବୀ ଙ୍କ ପୀଠରେ ଆଜି ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ପ୍ରତିବର୍ଷ ଭଳି ମା ' ଗଙ୍ଗା ମାତାଙ୍କ ଆଳତୀ ଉତ୍ସବ ଅନୁଷ୍ଠିତ…

ନୋଡାଲ ଉଚ୍ଚ ବିଦ୍ୟାଳୟ ର ୧୦ ମ ବାର୍ଷିକ କ୍ରୀଡା ଉତ୍ସବ ଓ ପୁରସ୍କାର ବିତରଣ ସଭା ଅନୁଷ୍ଠିତ

ନୟାଗଡ,(ପ୍ରଭାକର ଶିରୋମଣି):- ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ କୁଞ୍ଜବିହାରୀ ନୋଡାଲ ବିଦ୍ୟାଳୟର ୧୦ ମ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ସଭା ଆଜି ବୁଧବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି l ଏତଦ ଉପଲକ୍ଷେ ଏକ ପୁରସ୍କାର ବିତରଣ ସଭା ବିଦ୍ୟାଳୟ ପ୍ରଧାନ ଶିକ୍ଷକ…

ମାଘ ମେଳା ମହୋତ୍ସବ ୩ ୟ ସନ୍ଧ୍ୟା ଗାୟିକା ଅସୀମା ପଣ୍ଡାଙ୍କ ମେଲୋଡି କାର୍ଯ୍ୟକ୍ରମ   

 ନୟାଗଡ,(ପ୍ରଭାକର ଶିରୋମଣି):- ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ଶ୍ରୀ ନୀଳମାଧଵ ଜୀଉଙ୍କ ଭୈମୀ ଏକାଦଶୀ ମେଳା ଅବସରରେ ଆୟୋଜିତ ମାଘମେଳା ମହୋତ୍ସବର ତୃତୀୟ ସନ୍ଧ୍ୟା ୧୧ ତାରିଖ ମଙ୍ଗଳ ବାର  ବିଶିଷ୍ଟ କଣ୍ଠ ଶିଳ୍ପୀ ଅସୀମା ପଣ୍ଡା ଓ ସାଥି ମାନଙ୍କ  ରଙ୍ଗା ରଙ୍ଗ କାର୍ଯ୍ୟକ୍ରମରେ ଦର୍ଶକ…
error: Content is protected !!