ଜାମ୍ମୁ-କାଶ୍ମୀରରେ ସୁରକ୍ଷା ସ୍ଥିତିର ସମୀକ୍ଷା ପାଇଁ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା…

ଭୁବନେଶ୍ୱର,(ପି.ଆଇବି):- କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଜାମ୍ମୁ-କାଶ୍ମୀରରେ ସୁରକ୍ଷା ପରିଦୃଶ୍ୟର ସମୀକ୍ଷା ପାଇଁ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ୨୦୨୫ ମସିହା ଫେବୃଆରୀ ୪ ଏବଂ ୫ ତାରିଖରେ ଭାରତୀୟ ସେନା ଏବଂ…

୨୦୨୫ ମହାକୁମ୍ଭ ମେଳାରେ ୪୫ କୋଟି ଭକ୍ତ

ଭୁବନେଶ୍ୱର,(ପି.ଆଇ.ବି):- ନୂଆଦିଲ୍ଲୀ, ୧୧ / ୦୨/ ୨୦୨୫ : ଫେବୃଆରୀ ୧୧, ୨୦୨୫ ସୁଦ୍ଧା ୪୫ କୋଟି ଭକ୍ତ ମହାକୁମ୍ଭ ସ୍ନାନ ରୀତିନୀତିରେ ଅଂଶଗ୍ରହଣ କରି ଇତିହାସରେ ସବୁଠାରୁ ବଡ ଧାର୍ମିକ ସମାବେଶରେ ସାମିଲ ହୋଇଛନ୍ତି । ୪୫ ଦିନ ମଧ୍ୟରେ ଭକ୍ତଙ୍କ ସଂଖ୍ୟା ୪୫ କୋଟିରେ ପହଞ୍ଚିବ ବୋଲି ରାଜ୍ୟ…

ଆଇନ ସଚେତନତା କାର୍ଯକ୍ରମ

ଭଞ୍ଜନଗର,(ଏସ.ଏମ.ପି):- ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ, ଭଞ୍ଜନଗର ସହାୟତାରେ ସ୍ଥାନୀୟ ଟାଉନ ହଲ ଠାରେ ଆଇନ ସଚେତନତା କାର୍ଯକ୍ରମର ଶୁଭାରମ୍ଭ ହୋଇଥିଲା । ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଆମର ମାନ୍ୟବର ପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦାନ କରିଥିଲେ ଏବଂ…

ସୁରକ୍ଷିତ ଇଣ୍ଟରନେଟ୍ ଦିବସ ରେ ଗଞ୍ଜାମରେ ଜିଲାସ୍ତରୀୟ କର୍ମଶାଳା

ଛତ୍ରପୁର,(ଆଇ.ଆଣ୍ଡ.ପି.ଆର ଓ):- ସୁରକ୍ଷିତ ଇଣ୍ଟରନେଟ୍ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାସ୍ତରୀୟ କର୍ମଶାଳା ଛତ୍ରପୁର ଜିଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ପ୍ରମୋଦ କୁମାର ପୃଷ୍ଟି ଅଧ୍ୟକ୍ଷତା କରି…

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଇଟାଲୀୟ ଦମ୍ପତି

ଆର,ଉଦୟଗିରି,(ମନୋଜ କୁମାର ପାଢୀ):-ଆଜି ଗଜପତି ଜିଲ୍ଲାରୁ ୬୮ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ପୋଷ୍ୟ ସନ୍ତାନ ଭାବେ ଇଟାଲୀ ଦେଶର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ସୂଚନା ପ୍ରକାରେ ପିତୃମାତୃହୀନ ଏହି ଶିଶୁପୁତ୍ରଙ୍କୁ, ଶିଶୁ ମଙ୍ଗଳ ସମିତି ଙ୍କ ନିର୍ଦ୍ଦେଶ…

ମହେନ୍ଦ୍ରଗିରି ମହାଶିବରାତ୍ରୀ ପାଇଁ ପ୍ରସ୍ତୁତ ବୈଠକ

ଆର,ଉଦୟଗିରି(ମନୋଜ କୁମାର ପାଢୀ):-ଗଜପତି ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ମହେନ୍ଦ୍ରଗିରି ପର୍ବତ ଶିଖରରେ ଚଳିତ ବର୍ଷ ମହାଶିବରାତ୍ରୀ ମହାଆଡମ୍ବରରେ ପାଳନ କରାଯିବ। ଏଥି ନିମନ୍ତେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ…

ଆଶା ପବ୍ଲିକ ସ୍କୁଲ ର ଅଷ୍ଟମ ବାର୍ଷିକ ଉତ୍ସବ

ବ୍ରହ୍ମପୁର,(ବିଚିତ୍ର ସାହୁ):- ବାହାଦୂରପେଟା ସ୍ଥିତ ସ୍ଥାନୀୟ ଆଶା ପବ୍ଲିକ ସ୍କୁଲ ର ଅଷ୍ଟମ ବାର୍ଷିକ ଉତ୍ସବ ବହୁ ଆଡ଼ମ୍ବର ରେ ଅନୁଷ୍ଠାନ ର ନରସିଂହ ରାଉତ ଙ୍କ ସଂଯୋଜନା ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା | ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଶ୍ରୀ ସନ୍ତୋଷ…

ମାଘମେଳା ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା 

ନୟାଗଡ ( ପ୍ରଭାକର ଶିରୋମଣି )           ଖଣ୍ଡପଡା ବ୍ଳକ ଅନ୍ତର୍ଗତ ନୀଳମାଧଵ ପୀଠ କଣ୍ଟିଲୋ ମେଳା ପଡିଆରେ ଆୟୋଜିତ ମାଘମେଳା ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟାରେ କଟକସ୍ଥିତ "ସେହେନ୍ସ ସା" ଗ୍ରୁପ ର  ବିଶିଷ୍ଟ  କଳାକାର ମାନଙ୍କ ଦ୍ୱାରା ଶ୍ରୀ ନୀଳମାଧବଙ୍କ ଭଜନ ପରିବେଷଣ କରିବା ସଙ୍ଗେ ସଙ୍ଗେ…

ଚମାଖଣ୍ଡି ଥାନା ଅଂଚଳରେ ଚୋରୀ ବୃଦ୍ଧି

ବ୍ରହ୍ମପୁର ୧୧/ଫେବୃଆରୀ (ବ୍ୟୁରୋ) : ଗତ ତିନି ମାସରୁ ଅଧିକ ସମୟ ହେବ ଚମାଖଣ୍ଡି ଥାନା ଅଞ୍ଚଳ ମାଣ୍ଡିଆପଲ୍ଲୀ ଛକ ଠାରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆଖ ପାଖରେ ଛୋଟ ବଡ଼ ଚୋରୀ ହେଉଥିବା ଅଭିଯୋଗ ହେଉଛି । ଗତ ଶୁକ୍ରବାର ରାତ୍ରରେ ଏକ ବିସ୍କୁଟ ଗୋଦାମ କାନ୍ଥ ଭାଙ୍ଗି ଗୋଦାମ ଘରୁ ୪୦ ହଜାର…

ଓଡିଆ ଭାଷାକୁ ଭୁଲିଗଲେ କି ସରକାର ?ଇଂରାଜୀରେ ଲେଖାହେଉଛି ବିଭାଗୀୟ ଚିଠି

ଭୁବନେଶ୍ୱର, ସଂଜୀବ କୁମାର : ଓଡ଼ିଆ ଅସ୍ମିତାର ରାଣ ଦେଇ କ୍ଷମତାକୁ ଆସିଥିଲା ବିଜେପି। ଶପଥ ନେଉ ନେଉ କହିଥିଲେ ସବୁ କିଛି କାମ ଓଡ଼ିଆରେ ଚାଲିବ। ହେଲେ, ମାତ୍ର ୮ ମାସ ନ ପୁରୁଣୁ ଓଡ଼ିଆ ଭାଷାକୁ ଭୁଲିଗଲେଣି ବାବୁ। ଓଡିଆ ଅସ୍ମିତାର କଥା କହି ଲୋକଙ୍କ ବିଶ୍ୱାସ ଭାଜନ ହୋଇ ଶାସନକୁ ଆସିଥିଲା…
error: Content is protected !!