ପ୍ରାଥମିକ ବିଦ୍ୟାଳୟ ତାଲା ପକାଇଲେ ଠିକାଦାର
ଚନ୍ଦ୍ରପୁର,(କୈଳାସ ମାଳବିଶୋଇ):-
ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବିଜାପୁର ପଞ୍ଚାୟତ ଅନ୍ତର୍ଗତ ଲାମ୍ବରୁ ପ୍ରାଥମିକ ବିଦ୍ୟାଳୟ କାଳ ବୈଶାଖୀ ରେ ଟିଣ ଉଡିଯାଇଥିଲା ଟିଣ ଉଡିଯାଇଥିବା ଗତ ଜୁନ ମାସ ରେ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲl ଖବର ପ୍ରକାଶ ପରେ ବ୍ଲକ ତରଫରୁ ଜିପିଡି ଫଣ୍ଡ!-->!-->!-->…