ଚାନ୍ଦିପୁଟ ଇଷ୍ଟଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ସମ୍ପୂର୍ଣ୍ଣ

ଆର.ଉଦୟଗିରି, (ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମରେ ବିଜେ ଇଷ୍ଟଦେବୀ ଶ୍ରୀ ଶ୍ରୀ ମାଁ ବୁଢ଼ୀ ଠାକୁରାଣୀ ଙ୍କ ତ୍ରୟବାର୍ଷୀକ ଘଟଯାତ୍ରା ମହୋତ୍ସବ ଦୀର୍ଘ ସାତ ଦିନ ଧରି ପାଳିତ ହୋଇ ସମ୍ପୁର୍ଣ୍ଣ ହୋଇଛି ।‌ ପୌରାଣିକ ପରମ୍ପରା ଓ…

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗେରେଙ୍ଗାଗୁଡ଼ା ଠାରେ ବାର୍ଷିକ ମହୋତ୍ସବ

ଚନ୍ଦ୍ରପୁର, (କୈଳାସ ମାଳ ବିଷୋଇ) -: ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ସାର୍କୀମା ପଞ୍ଚାୟତ ଗେରେଙ୍ଗାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥିଭାବେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ କୟୀନ କିମ୍ଵାକା ଯୋଗଦେଇ ଥିଲେ । ସମ୍ମାନୀୟ…

ନେତାଜୀ ସୁଭାଷ ବୋଷ ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ସଭା

ତୁମୁଡିବନ୍ଧ , ୨୬/୦୩ [ସୁକାନ୍ତ କୁମାର ତ୍ରିପାଠୀ )‍ ଆଜି ମଧ୍ୟାହ୍ନରେ ନେତାଜୀ ସୁଭାଷ ବୋଷ ମହାବିଦ୍ୟାଳୟ ପରିସରରେ +୩ ଅନ୍ତିମ ବର୍ଷର ସମ୍ମାନ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ମହୋତ୍ସବରେ ଅଧ୍ୟକ୍ଷ ଡ଼ଃ ବିଶ୍ଵେଶ୍ଵର…

ମନ୍ଦିର ଉତ୍ତରପାର୍ଶ୍ୱ  ପରିକ୍ରମା ରାସ୍ତା ନିର୍ମାଣରେ ବିଳମ୍ବ 

ନୟାଗଡ, (ପ୍ରଭାକର ଶିରୋମଣି):- ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ନୀଳମାଧଵ ପୀଠ କଣ୍ଟିଲୋ ଓ ଏହାର ପାରିପାର୍ଶ୍ଵିକ ଅଞ୍ଚଳର ବିକାଶ ନିମନ୍ତେ ୨୦୨୨ ମସିହା ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ପାଇଁ  ଏକ ଶହ କୋଟି ଟଙ୍କା  ବ୍ୟୟ ବରାଦ କରି…

“ଗଛ କାଟିବା, ମଣିଷକୁ ହତ୍ୟା କରିବାଠାରୁ ବି ବଡ଼ ଅପରାଧ”, ସୁପ୍ରିମକୋର୍ଟଙ୍କ ବଡ଼ ଶୁଣାଣି

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ନିଜର ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ଏହି ନିର୍ଦ୍ଦେଶରେ ସେ କହିଛନ୍ତି ଯେ, ବହୁ ସଂଖ୍ୟାରେ ଗଛଗୁଡ଼ିକୁ କାଟିବା, କୌଣସି ମଣିଷର ହତ୍ୟା କରିବା ଠାରୁ ବି ବଡ଼ ଅପରାଧ। ବିଚାରପତି ଅଭୟ ଏସ ଓକା ଏବଂ ଜଷ୍ଟିସ…

ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଦ୍ରଙ୍ଗିଆ ଠାରେ ଆମ ସଂସ୍କୃତି, ଆମ ଖେଳଣା କାର୍ଯ୍ୟକ୍ରମ

ବାଲିଗୁଡା, ୨୬.୦୩ [ସୁକାନ୍ତ କୁମାର ତ୍ରିପାଠୀ )ବାଲିଗୁଡା ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଦ୍ରଙ୍ଗିଆ ଠାରେ ଆମ ସଂସ୍କୃତି, ଆମ ଖେଳଣା ଓ ବାର୍ଷିକ ଉତ୍ସବ ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦିପ୍ତିମୟୀ ରଥଙ୍କ ତତ୍ତ୍ଵାବଧାନରେ ପାଳିତ…

ବାଲିଗୁଡାରେ ଠାକୁରାଣୀ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ : ଏପ୍ରିଲ ୨୨ରେ ଶୁଭଖୁଣ୍ଟି , ମଇ ୬ ରୁ ଯାତ୍ରା ଆରମ୍ଭ

ବାଲିଗୁଡା, ୨୬/୦୩ [ସୁକାନ୍ତ କୁମାର ତ୍ରିପାଠୀ )‍କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ନିମନ୍ତେ ଏକ ପୂର୍ବପ୍ରସ୍ତୁତି ବୈଠକ ସମିତିର ସଭାପତି ଲଳିତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରତି ଦୁଇ ବର୍ଷରେ ଥରେ…

ଗୋପାଳପୁରରେ ଆୟୋଜିତ ହେବ ରୋଟାରୀ ମହାକୁମ୍ଭ

ଭୁବନେଶ୍ୱର:- ବ୍ରହ୍ମପୁରର ଗୋପାଳପୁର ସ୍ଥିତ ଏକ ପଞ୍ଚତାରକା ହୋଟେଲରେ ରୋଟାରୀ ଜିଲ୍ଲା ୩୨୬୨ର ବାର୍ଷିକ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ସମଗ୍ର ଓଡ଼ିଶାର ଶହେ ଅଠର କ୍ଲବ୍ରୁ ଆଠ ଶହରୁ ଉର୍ଦ୍ଧ୍ୱ ରୋଟାରୀୟାନ୍ ଭାଗ ନେବେ। ଏଥିରେ ସ୍ଵାସ୍ଥ୍ୟ, ଶିକ୍ଷା,ପରିମଳ,…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ

ବୁଗୁଡ଼ା, (ସୋରେନ କୁମାର ପ୍ରଧାନ):- ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ୍ୟୁ ବରଣ କରିଥିବା ମହିଳା ଜଣକ ହେଲେ ବୁଗୁଡା ଥାନା ଅଧିନସ୍ଥ ଗୋଳାବନ୍ଧ ଗ୍ରାମର ରେବତୀ ଗୌଡ । ସୂଚନା ମୁତାବକ ପରିବାର ଲୋକଙ୍କ କହିବା ଅନୁଯାୟୀ ନୂତନ ଘର ନିର୍ମାଣ ହୋଇଥିବା…

ଗଜପତିରେ ପୁଣି ମାତିଲେ ଲୁଟେରା…. ଝାମ୍ପି ନେଲେ ସୁନା ଚେନ୍, ତଳେ ପଡି ଦମ୍ପତି ଆହତ ।

ଆର.ଉଦୟଗିରି, (ମନୋଜ ପାଢୀ):- ଗଜପତି ଜିଲ୍ଲାରେ ପୁଣି ଲୁଟେରା ମାନେ ସକ୍ରିୟ ହୋଇ ଉଠିଛନ୍ତି. ଗତକାଲି ଭୁଷକୁଡ଼ି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ବୈରାଗୀ(୭୦) ସ୍ତ୍ରୀ ଜାନକୀଆତ୍ମାଙ୍କ ସ‌ହ ଚିକିତ୍ସା ନିମନ୍ତେ ଗୋଟିଏ ସ୍କୁଟିରେ ପାରଳା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ଡାକ୍ତର…
error: Content is protected !!