ଆର,ଉଦୟଗିରିରେ ୨ ଶିଶୁଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼….. ସନ୍ଦେହ ଘେରରେ ସାବତ ମା’, ତଦନ୍ତକୁ ଜୋରଦାର କଲା ପୋଲିସ…

ଆର. ଉଦୟଗିରି, (ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ରାମଗିରି ଥାନା ତୁଳସୀନଗର ଗାଁ ଅଙ୍ଗନବାଡ଼ି କେନ୍ଦ୍ରରୁ ମିଳିଥିବା ଖାଦ୍ୟ ଖାଇ ୨ ଶିଶୁକନ୍ୟା ପ୍ରାଣ ହରାଇବା ସହ ୨ ଜଣ ଅସୁସ୍ଥ ହେବା ଘଟଣାରେ ନୂଆ ମୋଡ଼ ନେଇଛି. ପୁଲିସ ଓ ପ୍ରାଶାସନିକ ଟିମ୍ ଖୋଳତାଡ଼ ଆରମ୍ଭ କରିଛନ୍ତି । ଗଜପତି…

ଚର୍ଚ୍ଚାରେ କରସିଙ୍ଗି ଦୁଷ୍କର୍ମ ଘଟଣା, ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ବୁଗୁଡ଼ା ଥାନାରୁ ନ୍ୟାୟ ନ ପାଇ…

ବୁଗୁଡା, (ସୋରେନ କୁମାର ପ୍ରଧାନ):- ବୁଗୁଡ଼ା ଥାନା ଅନ୍ତର୍ଗତ କରସିଙ୍ଗି ଗ୍ରାମ ଗୁଡିସାହିର ଜନୈକ ବିବାହିତା ମହିଳାଙ୍କୁ ସେହି ଗ୍ରାମର ନିରଞ୍ଜନ ଗୌଡ ଦୁଷ୍କର୍ମ କରିଥିବା ଅଭିଯୋଗ କ୍ରମେ ପୋଲିସ କେସ୍ ନଂ ୧୮୭/୨୫ରେ ଏକ ମାମଲା ରୁଜୁ କରିଥିବା ବେଳେ ବୁଗୁଡା ପୋଲିସଠାରୁ ପୀଡିତା ନ୍ୟାୟ…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଇ-ଅଫିସ୍ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆର.ଉଦୟଗିରି, (ମନୋଜ ପାଢୀ)-: ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ-୪ ଠାରେ ଇ-ଅଫିସ୍ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ କାର୍ଯ୍ୟକ୍ରମ ୨୫ ଠାରୁ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି…

ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ହସ୍ପିଟାଲରେ ହେଉଛି ଅଧିକ ଅସ୍ତ୍ରୋପଚାର ଡେଲିଭରି।

ଖୋର୍ଦ୍ଧା ଜିଲ୍ଲା,(ସଞ୍ଜୀବ କୁମାର):- ଘରୋଇ ହସ୍ପିଟାଲରେ ୨୦୨୩-୨୪ରେ ୧ ଲକ୍ଷ ୪୦ ହଜାର ୧୨୬ଟି ଡେଲିଭରି ହୋଇଛି । ସେଥିରୁ ୧ ଲକ୍ଷ ୧୩ ହଜାର ୫୯୮ଟି ଅସ୍ତ୍ରୋପଚାର ଡେଲିଭରି ହୋଇଛି । ସେହିପରି ସରକାରୀ ହସ୍ପିଟାଲରେ ୫ ଲକ୍ଷ ୯୧ ହଜାର ୧୮୫ ଡେଲିଭରି ହୋଇଛି। ସେଥିରୁ ୧ ଲକ୍ଷ ୯୫ ହଜାର…

ବିଶ୍ଵବିଦ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବ

ବ୍ରହ୍ମପୁର, (ରାଜେନ୍ଦ୍ର ସାହୁ):- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ସଙ୍ଘ ତରଫରୁ ବିଶ୍ୱବିଦ୍ୟାଳୟସ୍ଥିତ ସିନେଟ ହଲଠାରେ ସଙ୍ଘର ଉପଦେଷ୍ଟା ଡ ଶଙ୍କର ମlଝିଙ୍କୁ ସମ୍ବର୍ଦ୍ଧିତ ପ୍ରଦାନ କରାଯାଇଛି । ଡ ମାଝୀ ଦୀର୍ଘ ୩୩ ବର୍ଷ ଧରି ସଂଘର ବିଭିନ୍ନ ପଦପଦବୀରେ ରହି କର୍ମଚାରୀଙ୍କ ଗହଣରେ…

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ମେଲାଣି ମହୋତ୍ସବ

ବାଲିଗୁଡା : ୨୫/୦୩ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ +୩ ଅନ୍ତିମ ବର୍ଷ ଛାତ୍ରଛାତ୍ରୀଙ୍କୁ ପ୍ରଥମ ଓ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀ ମାନେ ମେଲାଣି ଜଣାଇଛନ୍ତି। ଏହି ମହୋତ୍ସବ ରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମହିଳା ବଲ ବ୍ୟାଡମିଣ୍ଟନ ଦଳରେ ଆଦିବାସୀ ମହାବିଦ୍ୟାଳୟର ମହିଳା ଛାତ୍ରୀଙ୍କ କୃତିତ୍ୱ

ବାଲିଗୁଡା,୨୫.୦୩ [ସୁକାନ୍ତ କୁମାର ତ୍ରିପାଠୀ )ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଠାରେ ମହିଳା ବଲ ବ୍ୟାଡମିଣ୍ଟନ ଦଳରେ ଆଦିବାସୀ ମହାବିଦ୍ୟାଳୟର ବାଲିଗୁଡା ର ମହିଳା ଛାତ୍ରୀ କୃତିତ୍ୱ ଲାଭ କରିଛନ୍ତି | କୃତିତ୍ୱ ହେବା ପରେ ଆସନ୍ତା ୨୯.୦୩.୨୦୨୫ ଠାରୁ ୦୧.୦୪.୨୦୨୫ ପର୍ଯ୍ୟନ୍ତ ତାମିଲନାଡୁର…

ଗରିବଙ୍କୁ ଅନ୍ୟାୟ ବ୍ୟବହାର

ବ୍ରହ୍ମପୁର, (ରାଜେନ୍ଦ୍ର ସାହୁ):- କୁକୁଡାଖଣ୍ଡି ବ୍ଲକ୍ ଅଞ୍ଚଳରେ ଏକ ଅଭାବନୀୟ ପରିସ୍ଥିତି ଦେଖାଦେଇଛି । ଅତି ଗରିବଙ୍କୁ ଅନ୍ୟାୟ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଗରିବ ପରିବାର ଉପଜିଲ୍ଲାପାଳଙ୍କ ନଜରକୁ ଆଣିଛନ୍ତି । ଗରିବ ପରିବାର ଅନ୍ତଦୟ ଗୃହ ପାଇବା ନେଇ…

ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠ ମା ତାରାତାରିଣୀଙ୍କ 2ୟ ପାଳି ଚୈତ୍ର ମାସ ମଙ୍ଗଳବାର ଯାତ୍ରା ଆରମ୍ଭ

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ):- ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା' ତାରାତାରିଣୀଙ୍କ ଦ୍ଵିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ଦୁଇ ଲକ୍ଷ ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ହୋଇଛି । ପାହାଡ ଚତୁଃପାର୍ଶ୍ବ ସୁସଜ୍ଜିତପୁଷ୍ପ ମାଳରେ ମଣ୍ଡିତ ହୋଇ ଥିଲାବେଳେ, ତାହା…

ମନ୍ଦିର ସମସ୍ୟା ସମ୍ପର୍କରେ ଦାବିପତ୍ର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ 

ନୟାଗଡ, (ପ୍ରଭାକର ଶିରୋମଣି):- ମହାମହିମ ରାଷ୍ଟ୍ରପତିଙ୍କର କଣ୍ଟିଲୋ  ନୀଳମାଧଵ ପୀଠ ଗସ୍ତ ସମୟରେ ସୋମବାର ମନ୍ଦିର ପରିସରରେ ସେବାୟତ ସଙ୍ଘ ପକ୍ଷରୁ ବିଭିନ୍ନ ସମସ୍ୟା ସମ୍ପର୍କରେ  ୮ ଦଫା ସମ୍ବଳିତ ଏକ ଦାବି ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଦିଆଯାଇଥିଲା । ଏହି ଦାବି…
error: Content is protected !!