ଏନ୍ଏସି କ୍ଲଷ୍ଟର ସ୍ତରୀୟ ଟିଏଲଏମ୍ ମେଳା ଅନୁଷ୍ଠିତ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏନ୍ଏସି କ୍ଲଷ୍ଟର ସ୍ତରୀୟ ଶିକ୍ଷାଦାନ ଶିକ୍ଷଣ ଉପକରଣ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏହି କ୍ଲଷ୍ଟର ଅନ୍ତର୍ଗତ ୧୦ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ସେମାନଙ୍କ ଦ୍ଵାରା ପ୍ରସ୍ତୁତ…

ସପ୍ତଦିବସୀୟ ଯୋଗ ସାଧନା ପ୍ରଶିକ୍ଷଣ ଶିବିର ଉଦଯାପିତ

ବୁଗୁଡା,(ସୋରେନ କୁମାର ପ୍ରଧାନ):- ବୁଗୁଡ଼ା ବ୍ଲକର ବାଲିପଦର ଗ୍ରାମସ୍ଥିତ ବିଶ୍ବକର୍ମା ଭବନ ପରିସରରେ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ଆୟୋଜିତ ସପ୍ତଦିବସୀୟ ଯୋଗ ସାଧନା ଶିବିର ଉଦଯାପିତ ହୋଇଯାଇଛି । ବରିଷ୍ଠ ନାଗରିକ ମଞ୍ଚ ସଭାପତି ବିପ୍ର ଚରଣ ପାତ୍ରଙ୍କ ପୌରୋହିତ୍ଯରେ…

ଅଙ୍ଗନବାଡି ପ୍ରାର୍ଥୀନୀ  ଚୟନ ପ୍ରକ୍ରିୟା ଘୁଞ୍ଚିଲା 

   ନୟାଗଡ,(ପ୍ରଭାକର ଶିରୋମଣି):- କଣ୍ଟିଲୋ ୨୭ l ୩ ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଶିଶୁ ବିକାଶ ପ୍ରକଳ୍ପ ବିଭାଗ ଅଧୀନରେ କଣ୍ଟିଲୋ ୨ ନଂ ଅଙ୍ଗନବାଡି କେନ୍ଦ୍ର ରହିଛି ଓ ପ୍ରାୟ ୫ ମାସ ହେଲା ସହାୟିକା ପଦ ଖାଲି ରହିଥିବାରୁ ଅନ୍ୟ ଜଣକୁ ନିଯୁକ୍ତି ଦିଆଯିବାକୁ ସରକାରଙ୍କ ତରଫରୁ ଗତ ଫେବୃଆରୀ…

ପିତା ମାତା ବିଦ୍ୟାଳୟ ଅଙ୍ଗଶିଦାର କାର୍ଯ୍ୟକ୍ରମ ଅନୁଷ୍ଠିତ

ଚନ୍ଦ୍ରପୁର,(କୈଳାସ ମାଳବିଶୋଇ):- ଚନ୍ଦ୍ରପୁର ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପିତା ମାତା ଅଙ୍ଗଶିଦାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସଭାପତି ଭାବେ ବ୍ଲକ ଅଧ୍ୟକ୍ଷକ ଶ୍ରୀ କୟୀନ କିମ୍ଵାକା,ମୁଖ୍ୟ ଅତିଥିଭାବେ ଚନ୍ଦ୍ରପୁର…

ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ

ବାଲିଗୁଡା,୨୭/୦୩ (ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ "ଆମ ସଂସ୍କୃତି ଓ ଆମ ଖେଳନା" କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ମିଡିଆକିଆ ପଞ୍ଚାୟତ ସରପଞ୍ଚ ଅଶୋକ ମଳିକଙ୍କ…

ଷୋଳଘର ଏକ୍ସ ବୋର୍ଡ ପ୍ରାଥମିକ ସ୍କୁଲରେ କ୍ଲଷ୍ଟର ସ୍ତରୀୟ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ବିକଶିତ କର୍ମଶାଳା

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ):- ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଷୋଳଘର ଏକ୍ସ ବୋର୍ଡ ସ୍କୁଲରେ କ୍ଲଷ୍ଟର ସ୍ତରୀୟ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷକ ବିଜୟ କୁମାର ବେହେରା ଓ ଷୋଳ ଘର କ୍ଲଷ୍ଟର ସିଆର ସିସି ପ୍ରତାପ କୁମାର…

ପାରଳାଖେମୁଣ୍ଡି ରେ ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସ୍ବତନ୍ତ୍ର ବୈଠକ

ଆର.ଉଦୟଗିରି,(ମନୋଜ ପାଢୀ):- ସ୍ଥାନୀୟ ଉତ୍କଳ ହିତୈଷିଣୀ ସଭାଗୃହରେ ଅନୁଷ୍ଠାନର ସଭାପତି ଅଶ୍ଵିନୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇସାରିଛି । ସମ୍ପାଦକ ସୁରେଶ ବେହେରା ବୈଠକର ଉଦ୍ଦେଶ୍ୟ ସଂପର୍କରେ ପ୍ରାକ୍ ସୂଚନା ଦେଇଥିଲେ। ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣଚନ୍ଦ୍ର ମହାପାତ୍ର…

ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ସହାୟତାର ହାତ ବଢ଼ି ଚାଲିଛି

ଆର.ଉଦୟଗିରି, (ମନୋଜ ପାଢୀ):- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଏହି ନିର୍ମାଣ କାର୍ଯ୍ୟରେ ବହୁ ଭକ୍ତ ଭିନ୍ନ ଭିନ୍ନ ଭାବେ ନିଜ ନିଜକୁ ସାମିଲ କରି ସହାୟତାର ହାତ ବଢ଼ାଇ ଚାଲିଛନ୍ତି । ଏହି ଅବସରରେ…

ଗଜପତିରେ ଚୋରା କାଠ ଚାଲାଣ ଅଭିଯୋଗରେ ଦୁଇ ଜଣଙ୍କୁ ଜେଲ ଦଣ୍ଡ

ଆର.ଉଦୟଗିରି,(ମନୋଜ ପାଢୀ):- ପିଆଶାଳ କାଠ ଚୋରାଚାଲାଣ ଅଭିଯୋଗରେ ଦୁଇଜଣଙ୍କୁ ଗୋଟିଏ ବର୍ଷ ଜେଲ୍ ସହ ଦୁଇ ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି ମୋହନା ପ୍ରଥମ ବିଚାର ବିଭାଗୀୟ ବିଚାରପତି । ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଜାନୁଆରୀ ୧୦ ତାରିଖ ୨୦୨୦ ମସିହାରେ ୨୧ ଖଣ୍ଡ ପିଆଶାଳ କାଠ…

ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ KYN @Arogya Jog Yatra କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି..

ଆର.ଉଦୟଗିରି, (ମନୋଜ ପାଢୀ):- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ସ୍ୱତନ୍ତ୍ର ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମର ଆୟଯୋନ ହୋଇଯାଇଛି ଯାହାର ନାମ ” KYN” ଅଥବା “KNOWYOURNUMBER”ଏହି କର୍ଯ୍ୟକ୍ରମର ଫେଡେରେସନ ଅଫ୍…
error: Content is protected !!