ପବିତ୍ର ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ର ପାଳନ

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ):- ପୁରୁଷୋତ୍ତମପୁର ସ୍ଥିତ ଶ୍ରୀ ରାମ ଆଦର୍ଶ ଶିକ୍ଷା ରେ ଛାତ୍ରଛାତ୍ରୀ ତଥା ସ୍ୱୟଂ ସେବକ ମାନଙ୍କର ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା । ନଗର ତଥା ଆଖ ପାଖର ଶତାଧିକ ଯୁବକ ଏକାଠି ହୋଇ ଭାରତ ମାତାକି ଜୟ, ନବ ବର୍ଷର ଅଭିନନ୍ଦନ ଇତ୍ୟାଦି ସ୍ଲୋଗାନ…

ପୁରୁଷୋତ୍ତମପୁର ବ୍ଲକରେ ଆରମ୍ଭ ହେଲା ଅନ୍ତୋର୍ଦୟ ଗୃହ ଯୋଜନା

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ):- ପୁରୁଷୋତ୍ତମପୁର ବ୍ଲକରେ ଅନ୍ତୋର୍ଦୟ ଗୃହ ଯୋଜନାର ଶୁଭାରମ୍ଭ କଲେ ବ୍ଲକ ଅଧକ୍ଷା ଶ୍ରୀମତୀ ପିଙ୍କି ବେହେରା । ଏହି କାର୍ଯ୍ୟକ୍ରମ ବିଡ଼ିଓ ଶରତ ଚନ୍ଦ୍ର ପାତ୍ରଙ୍କ ସଂଯୋଜନାରେ ଆରମ୍ଭ କରାଯାଇଥିଲା । ଏଥିରେରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟ…

ପି ଏମ୍ ଶ୍ରୀ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ।

ଆର.ଉଦୟଗିରି, (ମନୋଜ କୁମାର ପାଢୀ):- ରାମଗିରି ପ୍ରତ୍ୟେକ ବିଦ୍ୟାଳୟ ମାନଙ୍କରେ ଅଧ୍ୟୟନ ରତ ଛାତ୍ରଛାତ୍ରୀଙ୍କ ଠାରେ ଥିବା ଲୁକାୟତ ପ୍ରତିଭାକୁ ଲୋକଲୋଚନ କରିବା ତଥା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ଲକ୍ଷ ନେଇ ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ଆଣିଛନ୍ତି ପି ଏମ ଶ୍ରୀ ଯୋଜନା। ତେବେ…

ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଅଂଶ ଗ୍ରହଣ କଲେ କେ.ଏମ୍. ଭାଲିଆସାହି ପିଏମ୍ ଶ୍ରୀ ବିଦ୍ୟାଳୟର ଛାତ୍ରୀ

ଆର.ଉଦୟଗିରି,(ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲାର ଆର.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ୍ ଭାଲିଆ ସାହିର ଛାତ୍ରୀ ମାନେ ପୁଣି ଥରେ ଜୁନିଅର ରେଡକ୍ରସ୍ରର ଅନ୍ତ୍ଃରାଷ୍ଟ୍ରୀୟ ସ୍ତରରେ ଅଂଶ ଗ୍ରହଣ କରି ବିଦ୍ୟାଳୟର ଗୌରବକୁ ବଢ଼ାଇ ଅଛନ୍ତି। ସୂଚନା…

ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ସ୍ମୃତି ଚାରଣ ଉତ୍ସବ ପାଳିତ

ଆର.ଉଦୟଗିରି,(ମନୋଜ ପାଢୀ):- ଓଡିଶା ସଂଗୀତ ନାଟକ ଏକାଡ଼େମୀ , ଭୁବନେଶ୍ବର ଓ ଭକ୍ତି ନୈବେଦ୍ୟ ସାଂସ୍କୃତିକ ଅନୁଷ୍ଠାନ, ପାରଳାଖେମୁଣ୍ଡିର ମିଳିତ ଆନୁକୂଲ୍ୟରେ ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ସ୍ମୃତିଚାରଣ ଉତ୍ସବ ସ୍ଥାନୀୟ ଟାଉନହଲ ଠାରେ ବହୁ ଆଡମ୍ବର ସହକାରେ ପାଳିତ ହୋଇ…

ବାଲିଗୁଡା କ୍ଷୁଦ୍ର ବଣିକ ସଂଘ ର ନୂତନ କର୍ମକର୍ତ୍ତା ଚୟନ

ବାଲିଗୁଡା, ୩୦/୦୩ [ସୁକାନ୍ତ କୁମାର ତ୍ରିପାଠୀ ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବସଷ୍ଟାଣ୍ଡ ସ୍ଥିତ କ୍ଷୁଦ୍ର ବଣିକ ସଂଘର ସମସ୍ତ ବ୍ୟବସାୟୀ ବନ୍ଧୁ ମାନଙ୍କୁ ନେଇ ଏକ ବୈଠକ ରବିବାର ଦିନ କଟପଡ଼ି ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ସ୍ଥାନୀୟ ବଣିକ ସଂଘର ସଭାପତି ଶ୍ୟାମ ସୁନ୍ଦର…

କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ,କଟକ ମଙ୍ଗୁଳି ଷ୍ଟେସନ ନିକଟରେ ୨ଟି ବଗି ଲାଇନଚ୍ୟୁତ ସୂଚନା, ସୂଚନା ଅନୁଯାୟୀ ଟ୍ରେନଟି ବେଙ୍ଗାଳୁରୁରୁ ଗୁଆହାଟୀ ଯାଉଥିଲା, ଶେଷ ଖବର ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।

ନଳିନୀ କୁମାର ରଥଙ୍କୁ ବିଦାୟ ସମ୍ବର୍ଦ୍ଧନା

ବାଲିଗୁଡା,୩୦/୦୩ ବାଲିଗୁଡ଼ା ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ କର୍ମଚାରୀ ସଂଘ ପକ୍ଷରୁ ସହକାରୀ ଗ୍ରନ୍ଥାଗାରିକ ନଳିନୀ କୁମାର ରଥଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି।ଉକ୍ତ ମହୋତ୍ସବରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ସଭାପତି ପ୍ରାଶାସନିକ ବର୍ସର ଡ଼…

ଦକ୍ଷିଣ ପୁର୍ବ ରେଳବାଇର ଜି.ଏମ ପରମେଶ୍ବର ପଂଖଓ୍ବାଲଙ୍କ ପାରଳାଖେମୁଣ୍ଡି ରେଳଷ୍ଟେସନ ପରିଦର୍ଶନ

ଆର.ଉଦୟଗିରି, (ମନୋଜ ପାଢୀ):- ଦକ୍ଷିଣ ପୂର୍ବ ରେଳବାଇର ଜେନେରାଲ ମ୍ୟାନେଜର ପରମେଶ୍ବର ପଂଖଓ୍ବାଲ ଙ୍କ ପାରଳାଖେମୁଣ୍ଡି ରେଳଷ୍ଟେସନ ପରିଦର୍ଶନ । ନିର୍ମାଣଧୀନ ରେଳଷ୍ଟେସନର କାର୍ଯ୍ୟର ତଦାରଖ କରିବାସହ ବିକାଶ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କିତ ସମସ୍ତ କାର୍ଯ୍ୟର ତଦାରଖ ତଥା ନିରୀକ୍ଷଣ…

ଜମି ବିବାଦକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଡାକ୍ତର ବାଂଜରୀ ଗ୍ରାମର ଆଦିବାସୀ ।

ଆର,ଉଦୟଗିରି,(ମନୋଜ ପାଢୀ):- ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ପର୍ଶୁରାମପୁର ମୌଜାର ଡାକ୍ତରବାଂଜରୀ ଗ୍ରାମର ଆଦିବାସୀ ସଂଗଠିତ ହୋଇ ସେମାନେ ଚାଷ କରୁଥିବା ଜମିର ଅଧିଗ୍ରହଣ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବୀ ଜଣାଇଛନ୍ତି।ସେମାନଂକ ଦାବୀହେଲା ୩ ପୁରୁଷ ଧରି ମାଟୁରୁ…
error: Content is protected !!