ମାଁ ରାମଚଣ୍ଡୀ ପୀଠରେ ଶୁଭାରମ୍ଭ ହେଲା ଵାସନ୍ତିକ ଦୁର୍ଗୋତ୍ସଵ
ଵାସନ୍ତିକ ଦୁର୍ଗୋତ୍ସଵ ପାଇଁ ମାଁ ରାମଚଣ୍ଡୀ ଙ୍କ ପୀଠରେ ପ୍ରବଳ ଜନସମାଗମ
ଛତ୍ରପୁର, କରପଡା (ବିଚିତ୍ର ସାହୁ) :- ଚଳିତ ବର୍ଷ ସମସ୍ତ ଦେବୀ ପୀଠ ମାନଙ୍କରେ ଚୈତ୍ରନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି । ଏହି ନବରାତ୍ରୀ ପୂଜାକୁ ଵାସନ୍ତିକ ଦୁର୍ଗୋତ୍ସଵ ମଧ୍ୟ୍ୟ କୁହାଯାଏ । ଗଞ୍ଜାମ!-->!-->!-->!-->!-->…