କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ,
କଟକ ମଙ୍ଗୁଳି ଷ୍ଟେସନ ନିକଟରେ ୨ଟି ବଗି ଲାଇନଚ୍ୟୁତ ସୂଚନା, ସୂଚନା ଅନୁଯାୟୀ ଟ୍ରେନଟି ବେଙ୍ଗାଳୁରୁରୁ ଗୁଆହାଟୀ ଯାଉଥିଲା, ଶେଷ ଖବର ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।