ରାଜାବଜାର ପୂଜା କମିଟି’, କାଦୁଆ ଗଣେଶଙ୍କ ଧବଳ ମୁଖ ଦର୍ଶନରେ ହୁଏ ସନ୍ତାନ ପ୍ରାପ୍ତି
ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଜଟଣୀ,ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶପୂଜାଲାଗି ଜଟଣୀ ସହରର ଚଳଚଚଂଳ ହୋଇଛି । ଏହି ପୂଜା ୧୧ଦିନ ତଥା ପୁର୍ଣ୍ଣମୀ ତିଥୀ ପର୍ଯ୍ୟନ୍ତ ଚାଲିବ । ତେବେ ପ୍ରଭୁ ଗଜାନନ ଜଟଣୀର ବିଭିନ୍ନ ମଣ୍ଡପରେ ବିରାଜମାନ ହୋଇଥିବା ବେଳେ ସେଥି ମଧ୍ୟରୁ ଅନେକ ପୂଜାମଣ୍ଡପର ପୂଜାର!-->!-->!-->…