ଚନ୍ଦ୍ରପୁର ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ୧୧ ତମ ସ୍ପାର୍କ ସମାରୋହ ଦିଵସ ପାଳିତ

ଚନ୍ଦ୍ରପୁର,(କୈଳାସ ମାଳବିଶୋଇ):- ରାୟଗଡ଼ ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ସମାରୋହ ଦିଵସ ଭାରପ୍ରାପ୍ତ ପ୍ରିନ୍ସିପାଲ ଶ୍ରୀ କାଳନ୍ଦୀ ଚରଣ ରାଉତ ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ…

ତୃତୀୟ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ

ଚିକିଟୀ,(ଜଗନ୍ନାଥ ନାୟକ):- କୋମଳମତି ଶିଶୁ ମୁଖରେ ହସ ଫୁଟାଇ କଢ଼ିରୁ ଫୁଲ କରିବା ଉଦ୍ଦେଶ୍ୟରେ ଚିକିଟୀ ବ୍ଲକ ଅନ୍ତର୍ଗତ କରବାଲୁଆ କ୍ଲଷ୍ଟରର ମାସିକ ଶୈକ୍ଷିକ ପ୍ରଶିକ୍ଷଣ ବୈଠକ ସିଆରସିସି ମିନତି କୁମାରୀ ପାଠୀ, ସରକାରୀ ବାଳିକା ପ୍ରାଥମିକ ବିଦ୍ୟାଳୟ, ଚିକିଟୀପେଣ୍ଠଠାରେ ଅନୁଷ୍ଠିତ…

ଗଞ୍ଜାମରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ବ୍ରହ୍ମପୁର,(ବିଚିତ୍ରସାହୁ):- ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ଜିଲ୍ଲାର ବିଭିନ୍ନ ଅଦାଲତରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଜିଲ୍ଲା କୋର୍ଟ ସମେତ ଜିଲ୍ଲାର ସମସ୍ତ ଅଦାଲତରେ ଆୟୋଜିତ ଏହି ଲୋକ ଅଦାଲତରେ…

ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ ଅଭିଯାନରେ ସାମିଲ ହେଲେ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ

‘ବ୍ରହ୍ମପୁର,(ବିଚିତ୍ରସାହୁ):- ଆମ ସମୁଦ୍ର, ଆମ ବେଳାଭୂମି ଓ ଆମ ପରିବେଶର ସୁରକ୍ଷା ହିଁ ଆମ ଭବିଷ୍ୟତର ସୁରକ୍ଷା। ଏହି ବାର୍ତ୍ତା ନେଇ ଗଞ୍ଜାମର ଗୋପାଳପୁର ବେଳାଭୂମିରେ ଆଜି ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ ସପ୍ତାହବ୍ୟାପୀ ଅଭିଯାନର ଶୁଭାରମ୍ଭ ହୋଇଛି। ଅନ୍ତର୍ଜାତୀୟ ବେଳାଭୂମି ଦିବସ…

ଜଟଣୀରେ ମାରୱାଡି ମହିଳା ସମିତିର ୨୪ତମ ସ୍ଥାପନା ଦିବସ ପାଳିତ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଜଟଣୀ, ଅଖିଳ ଭାରତୀୟ ମାରୱାଡି ମହିଳା ସମିତି, ଜଟଣୀ ଶାଖା ପକ୍ଷରୁ ୨୪ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି। ଭାଦ୍ରବ ଅମାବାସ୍ୟାରେ ସ୍ଥାନୀୟ ଶ୍ରୀ ଗୋପୀନାଥଜୀ ମନ୍ଦିର ପରିସରରେ ଝୁନଝୁନୁୱାଲୀ ରାଣୀସତୀ ଦାଦୀଙ୍କ ଭବ୍ୟ ମଙ୍ଗଳପାଠ ଓ ଭଜନ କାର୍ଯ୍ୟକ୍ରମ…

ପୂଜା ମେଢ଼ ତିଆରି ରେ ନିମଗ୍ନ ମେଢ଼ କାରିଗର

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ପାର୍ବଣ ଋତୁର ପ୍ରଥମ ପୂଜା ହେଉଛି ଗଣେଶ ପୂଜା। ଗଣେଶ ପୂଜାରେ ପୂଜା ମଣ୍ଡପ କୁ ଗଣେଶ ମୃତ୍ତି ସହିତ ଆହୁରି ଆକର୍ଷଣ୍ୟ କରିଥାଏ ସୁସଜିତ ବିଭିନ୍ନ ଆକୃତିର ମେଢ଼। ରାଜ୍ୟର ବିଭିନ୍ନ ପୂଜା ମଣ୍ଡପ ରେ ଚାନ୍ଦିମେଢ଼, ତମ୍ବା ମେଢ଼, ସୋଲରେ ନିର୍ମିତ ମେଢ଼…

ବାଲିଗୁଡ଼ାରେ ଲୋକ ଅଦାଲତରେ ମିଳିଲା ନ୍ୟାୟଶହ ଶହ ମାମଲାର ଶୁଣାଣି, ଆପୋସ ବୁଝାମଣାରେ ହେଲା ବିବାଦର ସମାଧାନ

ବାଲିଗୁଡ଼ା, ୧୨/୦୯: ସୁକାନ୍ତ କୁମାର ତ୍ରିପାଠୀବିବାଦର ଦୀର୍ଘ ଆଇନଗତ ପ୍ରକ୍ରିୟାକୁ ଏଡ଼ାଇ ଆପୋସ ବୁଝାମଣା ମାଧ୍ୟମରେ ତୁରନ୍ତ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ବାଲିଗୁଡ଼ା ଦେୱାନୀ ଓ ଫୌଜଦାରି ଅଦାଲତ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନ ସେବା…

ବାଲିଗୁଡ଼ାରେ ‘ଉଲ୍ଲାସ’ ଜନସଚେତନତା ପଦଯାତ୍ରାସାକ୍ଷରତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଶିକ୍ଷକ-ଶିକ୍ଷୟିତ୍ରୀ

ବାଲିଗୁଡ଼ା, ୧୨/୯: ସୁକାନ୍ତ କୁମାର ତ୍ରିପାଠୀ ନିରକ୍ଷରତା ଦୂରୀକରଣ ସହ ସମାଜରେ ଶିକ୍ଷା ଓ ସାକ୍ଷରତା ପ୍ରତି ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ବାଲିଗୁଡ଼ା ସହରରେ ବ୍ଲକସ୍ତରୀୟ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ ଅନ୍ତର୍ଗତ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସାକ୍ଷରତା…

ବ୍ରିକ୍ସ ସମ୍ମିଳନୀ ଅବସରରେ ଷୋଡ଼ଶ ରୁଷ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର | ପିଆଇବି | ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଆୟୋଜିତ ୧୮ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ରୁଷ ରାଷ୍ଟ୍ରପତି ମହାମହିମ ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରିଛନ୍ତି। ଚଳିତ ବର୍ଷ ଦୁଇ ନେତାଙ୍କ ମଧ୍ୟରେ ଏହା ଦ୍ୱିତୀୟ ସାକ୍ଷାତ। ଏହା ପୂର୍ବରୁ…

ରେଳମଦଦ୍ ମାଧ୍ୟମରେ ଯାତ୍ରୀଙ୍କ ମୂଲ୍ୟବାନ ସାମଗ୍ରୀ ସୁରକ୍ଷିତ ଉଦ୍ଧାର

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଯାତ୍ରୀ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ୍ ମଣ୍ଡଳ, ‘ରେଳମଦଦ୍’ ମାଧ୍ୟମରେ ପ୍ରାପ୍ତ ଏକ ଅଭିଯୋଗ ଆଧାରରେ ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଜଣେ ଯାତ୍ରୀଙ୍କ ଛାଡ଼ି ଯାଇଥିବା ବ୍ୟାଗ୍‌କୁ ତୁରନ୍ତ ଉଦ୍ଧାର କରିବାରେ…
error: Content is protected !!