ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହିତ : ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ଖୋର୍ଦ୍ଧା ରୋଡ୍ ପକ୍ଷରୁ ଚିତ୍ରାଙ୍କନ ଏବଂ…

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ECoRWWO), ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ରେଳ କର୍ମଚାରୀଙ୍କ ପିଲା ଏବଂ ପରିବାର ସଦସ୍ୟଙ୍କ ଉତ୍ସାହଜନକ ଅଂଶଗ୍ରହଣ ସହିତ ପ୍ରବନ୍ଧ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା - 2025 ସଫଳତାର ସହ ଆୟୋଜନ ହୋଇଯାଇଅଛି ।…

ନବୀନଙ୍କ ଜନ୍ମଦିନ ପାଳନ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଙ୍କ ଜନ୍ମଦିନ ପାଳନ ହୋଇଛି l ୭୯ତମ ଜନ୍ମଦିନ ଅବସରରେ ମା ବୁଢ଼ୀଠାକୁରାଣୀ ଙ୍କ ନିକଟରେ ଦୀପଦାନ କରାଯାଇଛି l ତାଙ୍କର ସୁସ୍ଥ ଜୀବନଯାପନ ଓ ଦୀର୍ଘାୟୁ କାମନା କରାଯାଇଛି l ରମେଶ…

ବିକ୍ରମଙ୍କ ଖରିଆର ଗସ୍ତ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା ଖରିଆର ରୋଡ ଗସ୍ତ କରିଛନ୍ତି l ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସେ ଗସ୍ତ କରିଥିବା ସୂଚନା ମିଳିଛି l ଖରିଆର ରୋଡ ଏନଏସି ଗସ୍ତ କରି ବିଜେଡି ପାର୍ଟି କାର୍ଯ୍ୟରେ ଯୋଗ ଦେଇଥିଲେ l ତାଙ୍କର, ବିଧାୟକ…

କିରଣୀଙ୍କ ବଦଳି ଦାବି

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ଗଞ୍ଜାମ ଜିଲ୍ଲା ରେ ଥିବା ୨୩ ଟି ତହସିଲ ଅଦାଲତ ଗୁଡିକରେ ପାଞ୍ଚ ବର୍ଷରୁ ଅଧିକ ବର୍ଷଧରି କିରାଣୀ ମାନେ ଚୌକି ମାଡି ବସିଛନ୍ତି l ସରକାରୀ କାର୍ଯ୍ୟରେ ସ୍ୱଛତା ଓ ପାରିଦର୍ଶିତା ଆଣିବା ପାଇଁ ସରକାରୀ କର୍ମଚାରୀଙ୍କୁ ଗୋଟିଏ କାର୍ଯ୍ୟାଳୟ ରେ ସର୍ବାଧିକ…

ବଡ଼ଗାଁରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି

ବାଲିଗୁଡା: ୧୬/୧୦ (ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଏନ୍ଏସି -୧ ର କ୍ଲଷ୍ଟର ସ୍ତରୀୟ ସୁରଭି-୨୦୨୫ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବଡ଼ଗାଁ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବ୍ଲକ ଭାରପ୍ରାପ୍ତ ଏବିଓ ପଦ୍ମ ଲୋଚନ ପଣ୍ଡା ଯୋଗ…

ବ୍ଲକ ସ୍ତରୀୟ ନବଭାରତ ସାକ୍ଷରତା କର୍ମଶାଳା

ବାଲିଗୁଡା: ୧୬/୧୦ (ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ସ୍ଥିତ ବ୍ଲକ କଲୋନୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ମଲିକ, ବି ଆର ସିସି ଚୈତନ୍ୟ କହଁର ଓ ବ୍ଲକ ନୋଡାଲ ଅଧିକାରୀ ହରିହର ମଲିକ…

ରାଷ୍ଟ୍ରୀୟ ପୋଷଣ ମାସ ପାଳିତ: ପଥପ୍ରାନ୍ତ ନାଟକ ମାଧ୍ୟମ ରେ ଜନ ସଚେତନତା

ବାଲିଗୁଡା :16/10(ସୁକାନ୍ତ କୁମାର ତ୍ରିପାଠୀ )ରାଷ୍ଟ୍ରୀୟ ପୋଷଣ ମାସ ଅବସରରରେ ବାଲିଗୁଡ଼ା ବ୍ଲକ୍ ର ସମନ୍ୱିତ ଶିଶୁ ବିକାଶ ଅଧିକାରୀ କ୍ରୀଷ୍ଣା ପଣ୍ଡା ଙ୍କ ନିର୍ଦ୍ଦେଶକ୍ରମେ ସୁପରଭାଇଜର ମଞ୍ଜୁଲତା ବେହେରା, ସଂଯୁକ୍ତା ବେହେରା ଙ୍କ ନେତୃତ୍ବ ରେ ଖମନଖୋଲ, ବାରଖମା, ବାଟାଗୁଡା, ସୂଡ୍ରା,…

ବାରଖମା ରେ କ୍ରିକେଟ୍ ମ୍ୟାଚ୍ ସ୍ପୋର୍ଟସ୍ କୃବ୍ ୨ ୱିକେଟରେ ଜିତି ଟ୍ରଫି ହାସଲ

ବାଲିଗୁଡା, ୧୬/୧୦(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ବାରଖମା ପଞ୍ଚାୟତ ସ୍ଥିତ ସ୍ପୋର୍ଟସ୍ କ୍ଲବ୍ ଗ୍ରାଉଣ୍ଡରେ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଉପଲକ୍ଷେ ଏକ ବନ୍ଧୁତ୍ଵପୂର୍ଣ କ୍ରିକେଟ୍ ମ୍ୟାଚ୍ ଗତକାଲି ହୋଇଯାଇଛି lଏଥିରେ ବାରଖାମା ସ୍ପୋର୍ଟସ୍ କ୍ଲବ୍…

ଶିଳ୍ପ ବିହୀନ ନୟାଗଡ ଜିଲ୍ଲା :: ସ୍ବପ୍ନ ରେ ରହିଲା କାଗଜ କଳ 

   ନୟାଗଡ (ପ୍ରଭାକର ଶିରୋମଣି):- କଣ୍ଟିଲୋ  / ଦୀର୍ଘ ୨୫ ବର୍ଷ ବିତିଗଲା l କହିବାକୁ ଗଲେ ଦୁଇଟି ଯୁଗ l ନୟାଗଡ ଜିଲ୍ଲା ଅଧିବାସୀ ମାନଙ୍କୁ ସ୍ବପ୍ନ ଦେଖାଇଥିଲେ ତତକାଳୀନ ବିଜେଡି ସଭାପତି ନବୀନ ପଟ୍ଟନାୟକ l ଦୁଇ ତିନୋଟି ନିର୍ବାଚନୀ ସଭାରେ କଥା ଦେଇ କଥା ରଖିଲେନି ମୁଖ୍ୟମନ୍ତ୍ରୀ ଆସନ…

କାର୍ତ୍ତିକ ମାସ ଉପଲକ୍ଷେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ

ବାଲିଗୁଡା: ୧୫/୧୦ (ସୁକାନ୍ତ କୁମାର ତ୍ରିପାଠୀ )କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ରେ କାର୍ତ୍ତିକ ମାସ ଉପଲକ୍ଷେ ଏକ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଚଳିତ ମାସ ୧୭ ଓ ୧୮ ତାରିଖ ଦୁଇଦିନ ଧରି ସନ୍ଧ୍ୟା ୫ ଘଣ୍ଟ ରେ ଆୟୋଜିତ କରାଯିବା ପାଇଁ ଟ୍ରଷ୍ଟ…
error: Content is protected !!