ନବୀନଙ୍କ ଜନ୍ମଦିନ ପାଳନ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଙ୍କ ଜନ୍ମଦିନ ପାଳନ ହୋଇଛି l ୭୯ତମ ଜନ୍ମଦିନ ଅବସରରେ ମା ବୁଢ଼ୀଠାକୁରାଣୀ ଙ୍କ ନିକଟରେ ଦୀପଦାନ କରାଯାଇଛି l ତାଙ୍କର ସୁସ୍ଥ ଜୀବନଯାପନ ଓ ଦୀର୍ଘାୟୁ କାମନା କରାଯାଇଛି l ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଚନ୍ଦ୍ର ଶେଖର ସାହୁ,ମେୟର ସଂଘମିତ୍ରା ଦଲାଇ, ମୁରଲୀ ମୋହନ,ସୁବାଷ ମହାରଣା, ମୁକୁନ୍ଦ ଗୌଡ଼,ଦୁର୍ଗା ପଣ୍ଡାଙ୍କ ସମେତ ବହୁ ବିଜେଡି କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ ଥିଲେ l

You might also like
error: Content is protected !!