ପୋଲିସ ଶହୀଦ ଦିବସ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ବ୍ରହ୍ମପୁର ପୋଲିସ ଜିଲ୍ଲା ପୋଲିସ ଶହୀଦ ଦିବସ ପାଳନ କରିଛି l ୬୬ତମ ପୋଲିସ ଶହୀଦ ଦିବସ ପାଳନ ହୋଇଯାଇଛି l ଆମ୍ବପୁଆ ସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ଠାରେ ଉତ୍ସବ ପାଳିତ ହୋଇଥିବା ବେଳେ ପୋଲିସ ବାହିନୀ ଦ୍ବାରା ମିଳିତ ପ୍ୟାରେଡର ଆୟୋଜନ ହୋଇଥିଲା l…

ଗାଁ ଦିବସ କାର୍ଯ୍ୟକ୍ରମ ରେ ସମ୍ୱର୍ଦ୍ଧିତ ହେଲେ ବରିଷ୍ଠ ନାଟ୍ୟକାର ପ୍ରମୋଦ

ବାଲିଗୁଡା: ୨୧/୧୦ (ସୁକାନ୍ତ କୁମାର ତ୍ରିପାଠୀ) ଓଡ଼ିଶା ର ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ କଳାକ୍ଷେତ୍ର ତରଫରୁ ସମଗ୍ର ରାଜ୍ୟରେ ଗାଁ ଦିବସ ପାଳନ କରୁଥିବା ବେଳେ କନ୍ଧମାଳ ଜିଲ୍ଲା ରେ ମଧ୍ୟ ଗାଁ ଦିବସ ପାଳିତ ହୋଇଯାଇଛି, ଏହି ଅବସରରେ କଳାକ୍ଷେତ୍ର ଅନୁଷ୍ଠାନ ର ମୁଖ୍ୟ ସିନେ କଳାକାର…

ବାଲିଗୁଡାରେ ମା’ଶ୍ୟାମା କାଳୀ ପୂଜା ଓ ଦୀପାବଳି ଉତ୍ସବ ପାଳିତ

ବାଲିଗୁଡା:୨୧/୧୦ (ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ ମା'ଶ୍ୟାମା କାଳୀଙ୍କ ପୂଜନୋତ୍ସବ ଓ ଦୀପଦାନ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଶ୍ରୀଶ୍ରୀ ମା' ପାଟଖଣ୍ଡା…

ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ମୃତ ଡ୍ରାଇଭରଙ୍କ ପରିବାର ବର୍ଗ ଙ୍କୁ ସହାୟତା ପ୍ରଦାନ

ବାଲିଗୁଡା,୨୦/୧୦(ସୁକାନ୍ତ କୁମାର ତ୍ରିପାଠୀ)ମହାନତା ଦେଖାଇଲେ ଓଡ଼ିଶା ଡ୍ରାଇଭର ମହାସଂଘ। ମୃତ ଡ୍ରାଇଭରଙ୍କ ପରିବାରକୁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆର୍ଥିକ ସହାୟତା ସହିତ ଆଗମୀ ଦିନରେ ସରକାରୀ ଜନ କଲ୍ୟାଣ ଯୋଜନା ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏଭଳି…

ଉତ୍କଳ ସମ୍ମିଳନୀ କନ୍ଧମାଳ ଶାଖାର ସାଧାରଣ ଅଧିବେଶନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

ବାଲିଗୁଡା: ୧୮/୧୦ (ସୁକାନ୍ତ କୁମାର ତ୍ରିପାଠୀ )କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉତ୍କଳ ସମ୍ମିଳନୀ କନ୍ଧମାଳ ଶାଖାର ସାଧାରଣ ଅଧିବେଶନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପରିସରରେ ଶାଖାର ସଭାପତି କୌଶିକ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l…

୪୬ତମ ଆନ୍ତଃ ମହାବିଦ୍ୟାଳୟ ଚେସ ପ୍ରତିଯୋଗିତାରେ ବାଲିଗୁଡ଼ା ର ଦୁଇ ଛାତ୍ରୀଙ୍କ କୃତିତ୍ୱ

ବାଲିଗୁଡା, ୧୮/୧୦(ସୁକାନ୍ତ କୁମାର ତ୍ରିପାଠୀ)ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଠାରେ ଚାଲିଥିବା ୪୬ତମ ଆନ୍ତଃ ମହାବିଦ୍ୟାଳୟ ପୁରୁଷ ଓ ମହିଳା ଚେସ ପ୍ରତିଯୋଗିତାରେ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟର ଦୁଇ ଛାତ୍ରୀ କୃତିତ୍ୱ ହାସଲ କରି ଫେରିଛନ୍ତି। ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ଗଙ୍ଗାଧର…

ପୀତବାସଙ୍କ ଦ୍ବାଦଶହ ସଭା

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ହଳଦିଆପଦର ଓଭରବ୍ରିଜ୍ ନିକଟ ଚିଆରା ବ୍ୟାଙ୍କେଟ୍ କଲ୍ୟାଣ ମଣ୍ଡପ ଠାରେ ବିଜେପିର ବରିଷ୍ଠ ନେତା ତଥା ବରିଷ୍ଠ ଆଇନଜୀବୀ,ଓଡ଼ିଶା ବାର୍ ସଦସ୍ୟ ସ୍ଵର୍ଗତ ପିତବାସ ପଣ୍ଡାଙ୍କ ଦ୍ବାଦଶହ ଦିବସରେ ଏକ"ସ୍ମୃତିଚାରଣ ସଭା"ଅନୁଷ୍ଟିତ ହୋଇଯାଇଛି l ଏଥି ସହ…

କନ୍ଧମାଳ ପୋଲିସ ପକ୍ଷରୁ ନିଶା ନିବାରଣ ସଚେତନତା ଶୋଭାଯାତ୍ରା

ବାଲିଗୁଡା, ୧୭/୧୦(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ରେ ଦିନକୁ ଦିନ ଗଞ୍ଜେଇ ଚାଷ, ଗଞ୍ଜେଇ ଚୋରା ଚାଲାଣ ଓ ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଇବାର ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦଙ୍କ ତତ୍ୱାବଧାନରେ ବାଲିଗୁଡା…

କାର୍ତ୍ତିକ ମାସ ଆରମ୍ଭରୁ ହିଁ ପରିବା ଦର ଆକାଶ ଛୁଆଁ

ବାଲିଗୁଡା: ୧୭/୧୦ (ସୁକାନ୍ତ କୁମାର ତ୍ରିପାଠୀ)ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଛି, ଅଧିକାଂଶ ଲୋକେ ନିରାମିଷ ଖାଦ୍ୟ ଖାଉଛନ୍ତି, ତେଣୁ ପରିବା ଉପରେ ଲୋକଙ୍କ ଚାହିଦା ରହୁଛି l ବର୍ତ୍ତମାନ ଲଗାତର ଲଘୁଚାପ ବର୍ଷା ଯୋଗୁଁ ଓଡ଼ିଶାର ପ୍ରାୟ ଅଧିକାଂଶ ଜିଲ୍ଲା ରେ ପରିବା ଆମଦାନୀ କମି ଯାଇଛି l…
error: Content is protected !!