ଶିଳ୍ପ ବିହୀନ ନୟାଗଡ ଜିଲ୍ଲା :: ସ୍ବପ୍ନ ରେ ରହିଲା କାଗଜ କଳ
ନୟାଗଡ (ପ୍ରଭାକର ଶିରୋମଣି):-
କଣ୍ଟିଲୋ / ଦୀର୍ଘ ୨୫ ବର୍ଷ ବିତିଗଲା l କହିବାକୁ ଗଲେ ଦୁଇଟି ଯୁଗ l ନୟାଗଡ ଜିଲ୍ଲା ଅଧିବାସୀ ମାନଙ୍କୁ ସ୍ବପ୍ନ ଦେଖାଇଥିଲେ ତତକାଳୀନ ବିଜେଡି ସଭାପତି ନବୀନ ପଟ୍ଟନାୟକ l ଦୁଇ ତିନୋଟି ନିର୍ବାଚନୀ ସଭାରେ କଥା ଦେଇ କଥା ରଖିଲେନି ମୁଖ୍ୟମନ୍ତ୍ରୀ ଆସନ!-->!-->!-->…