Browsing Category
ଓଡ଼ିଶା
ଦେଶସେବାର ସ୍ୱପ୍ନ ହେବ ସାକାର
ଛତ୍ରପୁର,(ବିଚିତ୍ର ସାହୁ):-
ଗଞ୍ଜାମ ଜିଲ୍ଲାର ଯୁବକ-ଯୁବତୀଙ୍କୁ ଦେଶସେବା ପାଇଁ ଉତ୍ସାହିତ କରିବା ସହ ଅଗ୍ନିବୀର ଓ ଅନ୍ୟାନ୍ୟ!-->!-->!-->…
ପୋଲସରାରେ ଜିଲ୍ଲାସ୍ତରୀୟ ଜନଶୁଣାଣି
ପୋଲସରା,(ଏସ.ଏମ.ପି):-
ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ!-->!-->!-->…
ପାଲଙ୍ଗ ପଞ୍ଚାୟତରେ ‘ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ
ବ୍ରହ୍ମପୁର,(ବିଚିତ୍ରସାହୁ):-
ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଲଙ୍ଗ ପଞ୍ଚାୟତରେ ଆଜି ‘ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ!-->!-->!-->…
କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ନେଇ ସମୀକ୍ଷା ବୈଠକ
ଛତ୍ରପୁର,(ବିଚିତ୍ରସାହୁ):-
ଗଞ୍ଜାମ ଜିଲ୍ଲାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ସହ ଚାଷୀଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ଜିଲ୍ଲାପାଳ!-->!-->!-->…
ସୁରଭି ମହୋତ୍ସବରେ ଉତ୍ସାହର ସହ ଭାଗନେଲେ ୨୫୦ ଛାତ୍ରଛାତ୍ରୀ, ୩୬ ପ୍ରତିଯୋଗିତାରେ ପ୍ରତିଭା…
ବାଲିଗୁଡ଼ା : ୧୩/୧୦: ସୁକାନ୍ତ କୁମାର ତ୍ରିପାଠୀ ଶିକ୍ଷା ସହିତ କଳା, ସଂସ୍କୃତି ଓ ସୃଜନଶୀଳତାର ବିକାଶ ଲକ୍ଷ୍ୟରେ ବାଲିଗୁଡ଼ା ବ୍ଲକ!-->…
ଲଣ୍ଡାଗାଁରେ ‘ସୁରଭି’ ଉତ୍ସବ: ପ୍ରତିଭା ପ୍ରଦର୍ଶନ କଲେ ୧୫୦ ଛାତ୍ରଛାତ୍ରୀ
ବାଲିଗୁଡ଼ା. ୧୨/୧୦: ସୁକାନ୍ତ କୁମାର ତ୍ରିପାଠୀ ଶିକ୍ଷା ସହିତ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ସୃଜନଶୀଳତାକୁ!-->…
ଭାରରେ ବୁହା ହେଉଛନ୍ତି ରୋଗୀ, କେବେ ସୁଧୁରିବ ଡେମାଗୁଡ଼ି ରାସ୍ତା?
ଚନ୍ଦ୍ରପୁର,(କୈଳାସ ମାଳବିଶୋଇ):-
ଆମ୍ବୁଲାନ୍ସ ପହଞ୍ଚିବା ଅସମ୍ଭବ, ଜୀବନ ବଞ୍ଚାଇବାକୁ ଭରସା ପାଲଟିଛି ଭାର ୩୫ ଆଦିବାସୀ ପରିବାରଙ୍କ!-->!-->!-->…
ଗଞ୍ଜେଇ ଚାଷ ବିରୋଧରେ କନ୍ଧମାଳ ପୁଲିସର ବଡ଼ ଅଭିଯାନ: ୩ ଅଭିଯୁକ୍ତ ଗିରଫ, ୩୦ ଏକର ଗଞ୍ଜେଇ ଚାଷ…
ବାଲିଗୁଡ଼ା,୧୧/୧୦: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ଲକ୍ଷ୍ୟରେ ପୁଲିସ!-->…
ବନ୍ୟଜନ୍ତୁ ଶିକାର ଓ ଅଙ୍ଗପ୍ରତ୍ୟଙ୍ଗ ଚୋରା କାରବାର ଉପରେ ବନ ବିଭାଗର ଚଢ଼ାଉ, ୩ ଗିରଫ
ବାଲିଗୁଡ଼ା, ୧୧/୧୦ : ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାରେ ବନ୍ୟଜନ୍ତୁ ଶିକାର ଓ ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗର ବେଆଇନ!-->…
ପୁଲିସ ପକ୍ଷରୁ ବଡ଼ଧରଣର ଚଢ଼ାଉ
ଜଟଣୀ | ଖୋର୍ଦ୍ଧା ଜିଲ୍ଲା | ସଞ୍ଜୀବ କୁମାର ||ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ମୋରମ ଖନନ ଓ ପରିବହନ ବିରୋଧରେ ପୁଲିସ ପକ୍ଷରୁ ବଡ଼ଧରଣର!-->…