ଲବଣଗିରି ମହିମା ଆଶ୍ରମରେ 40 ତମ ବାର୍ଷିକ ମହୋତ୍ସବ
ଖୋର୍ଦ୍ଧା,(ସଞ୍ଜୀବ କୁମା):-
ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ ଜାମୁକୋଳି ନିକଟ ଲବଣଗିରି ମହିମା ଆଶ୍ରମରେ ୪୦ତମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି |ମଠାଧୀଶ ସାଧୁ ଅନାମ ଚରଣ ଦାସ ଙ୍କ ତତ୍ୱାବଧାନ ତଥା ପୂଜ୍ୟ ବ୍ରହ୍ମାବଧୁତ ଶୁକଦେବ ବାବାଙ୍କ ଅଧକ୍ଷତାରେ ଆୟୋଜିତ ଏହି!-->!-->!-->…