ଗିନିଜ ରେକର୍ଡରେ ସାମିଲ ହେଲା ‘ପଖାଳ Uncategorized By News Nerve Posted On Mar 21, 2026 Share ଭୁବନେଶ୍ୱର,(ଏସ.ଏମ.ପି):- ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ-ଗୋଟିଏ ପାତ୍ରରେ ୧୧୭୪ କେଜି ପଖାଳ ତିଆରି କରି ରେକର୍ଡ ବୁକରେ ସାମିଲ Share