ଉପାନ୍ତ ଅଞ୍ଚଳରେ ମକା ମିଶନ ସଚେତନତା : ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଜାଗରଣ
କୋଟଗଡ, ୩୧/୦୩ : ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାର କୋଟଗଡ ବ୍ଲକ୍ ଅନ୍ତର୍ଗତ ସାଲକି ଓ ଓରା ଗ୍ରାମରେ ମୁଖ୍ୟମନ୍ତ୍ରୀ ମକା ମିଶନ ସମ୍ପର୍କିତ ସଚେତନତା ବ୍ୟାପକ କରିବା ପାଇଁ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ!-->!-->!-->…