ଖୋର୍ଦ୍ଧା,(ସଞ୍ଜୀବ କୁମାର):-
LPG ରିଫିଲ୍ ବୁକିଂ ସମ୍ପର୍କିତ ସୋସିଆଲ୍ ମିଡିଆ ଗୁଜବରେ ବିଶ୍ବାସ କରନ୍ତୁନି ଏନେଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରାଳୟ ପକ୍ଷରୁ ଆସିଲା ସ୍ପଷ୍ଟୀକରଣ ସହରାଞ୍ଚଳ ପାଇଁ ୨୫ ଦିନ ବ୍ୟବଧାନରେ LPG ରିଫିଲ୍ ବୁକିଂ ଗ୍ରାମାଞ୍ଚଳ ପାଇଁ ୪୫ ଦିନ ବ୍ୟବଧାନରେ LPG ରିଫିଲ୍ ବୁକିଂ ଯେକୌଣସି ପ୍ରକାର କନେକ୍ସନ ନେଇଥିଲେ ସେହି ସମାନ ନିୟମ