ବାଲିଗୁଡାରେ ୯୧ତମ ଓଡ଼ିଶା ଦିବସ ଉତ୍ସବ ଉଦ୍‌ଯାପିତ

ବାଲିଗୁଡା,୦୧/୦୪ ସୁକାନ୍ତ କୁମାର ତ୍ରିପାଠୀ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡ଼ା ଉପଖଣ୍ଡରେ ୯୧ତମ ଓଡ଼ିଶା ଦିବସ-୨୦୨୬ ମହାସମାରୋହ ଉତ୍ସାହ ଓ ଆନନ୍ଦ ମଧ୍ୟରେ ପାଳିତ ହୋଇଯାଇଛି। ସ୍ଥାନୀୟ ସଭାଗୃହରେ ଆୟୋଜିତ ଏହି ଉପଖଣ୍ଡ ସ୍ତରୀୟ ଉତ୍ସବରେ ବିଭିନ୍ନ ମହଳର ବ୍ୟକ୍ତିବିଶେଷ…

ଗଞ୍ଜାମର ଅନ୍ୟତମ ବରିଷ୍ଠ ସମାଜ ସେଵୀ ନାରସୁ ଜେନାଙ୍କ ଦେହାନ୍ତରେ ଵିଭିନ୍ନ ମହଲରେ ଶୋକ ଓ ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର,(ବିଚିତ୍ର ସାହୁ):- ବ୍ରହ୍ମପୁର ସହର ତଥା ଗଞ୍ଜାମ ଜିଲ୍ଲାର ଜଣେ ବରିଷ୍ଠ ସମାଜ ସେବୀ ତଥା ବିଭିନ୍ନ ଅନୁଷ୍ଠାନର ସଭାପତି, କର୍ମକର୍ତ୍ତା ରୂପେ କାର୍ଯ୍ୟ କରି ସାଧାରଣ ଜନତାଙ୍କ ପ୍ରିୟପାତ୍ର ହୋଇଥିବା ରୋଟାରୀ ଇଷ୍ଟର ପୂର୍ବତ୍ତନ ସଭାପତି ରୋଟାରୀଆନ ନାରସୁ ଜେନା(ଏ ଜି )ଙ୍କର…

ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା

ବ୍ରହ୍ମପୁର,(ବିଚିତ୍ର ସାହୁ):- ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ ସ୍ନାତକ ଓ ସ୍ନାତକୋତ୍ତର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ଣରେ ଏକ ଭାବପୂର୍ଣ୍ଣ ବାତାବରଣ ମଧ୍ୟରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ…

DMଙ୍କ ଘରେ ଟ୍ରଙ୍କ ଭର୍ତ୍ତି ୭୦ ବିଡ଼ା ନୋଟ୍‌

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଭିଜିଲାନ୍ସ ଜାଲରେ OPHWC ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ ୫ ଲକ୍ଷ ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଡେପୁଟି ମ୍ୟାନେଜର ସମ୍ବଲପୁର, ଭଞ୍ଜନଗର, ଭୁବନେଶ୍ବରରେ ଏକକାଳୀନ ଚଢାଉ ରେଡ୍‌ ବେଳେ ଭୁବନେଶ୍ବର ସ୍ଥିତ ଭଉଣୀ ଘରୁ ବିପୁଳ ଟଙ୍କା ଠାବ ୨ ଟ୍ରଙ୍କ…

ଓଡ଼ିଶା ଦିବସ ଆମ୍ଭମାନଙ୍କ ଗର୍ବ ଓ ଗୌରବର ପ୍ରତିକ : ବରିଷ୍ଠ କଳାକାର ସଂଘ

ବ୍ରହ୍ମପୁର,(ବିଚିତ୍ର ସାହୁ):- କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ପକ୍ଷରୁ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ - ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜମ ସଭା ପ୍ରକୋଷ୍ଠ ଠାରେ ପବିତ୍ର ଓଡ଼ିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।…

ଅପ୍ରେଲ ୬ ରୁ ୧୨ ଯାଏଁ ବହୁ ପ୍ରତିକ୍ଷିତ ସିଲ୍କ ସିଟି ମହୋତ୍ସବ

ବ୍ରହ୍ମପୁର,(ବିଚିତ୍ର ସାହୁ):- ବ୍ରହ୍ମପୁର ସହରସ୍ଥିତ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ପରିସରରେ ଅପ୍ରେଲ ୬ ରୁ ୧୨ ଯାଏଁ ବହୁ ପ୍ରତିକ୍ଷିତ ସିଲ୍କ ସିଟି ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହେବ। ଏ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହରେ ବ୍ରହ୍ମପୁର…

ବୀର ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କ ୮୪ ତମ ଶହୀଦ ଦିବସ ପାଳିତ

ବ୍ରହ୍ମପୁର,(ବିଚିତ୍ର ସାହୁ):- ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଜନଜାତି ସାହସ ଓ ସ୍ୱାଭିମାନର ଅନନ୍ୟ ଓ ଅନବଦ୍ୟ ପ୍ରତୀକ ବୀର ଶହୀଦ ଲକ୍ଷ୍ମଣ ନାୟକଙ୍କ ୮୪ ତମ ଶହୀଦ ଦିବସ ଆଜି ସ୍ଥାନୀୟ ମଣ୍ଡଳ କାରାଗାର ମଧ୍ୟରେ ଓ ବାହାରେ ଥିବା ପ୍ରତିମୂର୍ତ୍ତି ଓ ପଟ୍ଟଚିତ୍ରରେ ମାଲ୍ୟାର୍ପଣ ଓ…

ଚତୁର୍ଥ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ପଦ୍ମଫୁଲ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

ବାଲିଗୁଡା, ୩୧/୦୩: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କ ଚୈତ୍ର ମାସର ଚତୁର୍ଥ ତଥା ଶେଷ ମଙ୍ଗଳବାର ଯାତ୍ରା ଭକ୍ତିମୟ ପରିବେଶରେ ଉଦଯାପିତ ହୋଇଯାଇଛି। ଏହି ପବିତ୍ର ଅବସରରେ ମା' ପାଟଖଣ୍ଡା ପଦ୍ମଫୁଲ ବେଶରେ…

୧୮୧୭ର ପାଇକ ବିଦ୍ରୋହ ଉପରେ ପାଠଚକ୍ର ଆୟୋଜିତ

ବାଲିଗୁଡା,୩୧/୦୩: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ “୧୮୧୭ର ପାଇକ ବିଦ୍ରୋହ” ବିଷୟରେ ଏକ ପାଠଚକ୍ର ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ବିଜେନ୍ଦ୍ର କୁମାର…

ନୂଆସାହି ପ୍ରାଥମିକ ବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବାଲିଗୁଡା,୩୧/୦୩: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତର ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଉତ୍ସାହ ଓ ଉଲ୍ଲାସର ସହିତ ଅନୁଷ୍ଠିତ…
error: Content is protected !!