ଭୁବନେଶ୍ବରରେ ଯୋଗାଣ ବିଭାଗର ବଡ଼ ଧରଣର ରେଡ୍ ବେଆଇନ୍ ଗଚ୍ଛିତ ୧୫୦ରୁ ଊର୍ଦ୍ଧ୍ବ ଗ୍ୟାସ୍ ସିଲିଣ୍ଡର ଜବତ ଝାରପଡ଼ା ଗଣେଶ ମଣ୍ଡପ ପାଖରେ ଥିବା ଏକ ଘରୁ ଜବତ ଜବତ ଗ୍ୟାସ୍ ସିଲିଣ୍ଡର ମଧ୍ୟରେ ଘରୋଇ ଓ କମର୍ସିଆଲ୍ ସିଲିଣ୍ଡର ଘଟଣାସ୍ଥଳରୁ ଚମ୍ପଟ ମାରିଲା ଅସାଧୁ ବ୍ୟବସାୟୀ ଅସାଧୁ ବ୍ୟବସାୟୀ ଲୁଚାଇ ରଖି ୪ରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ବିକୁଥିଲେ