ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଆନ୍ତଃ ବିଭାଗୀୟ ଦିବା–ରାତ୍ର କ୍ରିକେଟ୍ ପ୍ରତିଯୋଗିତା–୨୦୨୬ ଉଦଯାପିତ ସୁରକ୍ଷା ବିଭାଗ…
ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ପୂର୍ବତଟ ରେଳବାଇ କ୍ରୀଡ଼ା ସଂଘ , ଖୋର୍ଦ୍ଧା ରୋଡ ଦ୍ୱାରା ଆୟୋଜିତ “ଆନ୍ତଃ ବିଭାଗୀୟ ଦିବା–ରାତ୍ର କ୍ରିକେଟ୍ ପ୍ରତିଯୋଗିତା–୨୦୨୬” ସଫଳତାର ସହ ଶେଷ ହୋଇଛି। ଫାଇନାଲ୍ ମ୍ୟାଚ୍ ସୁରକ୍ଷା(ଆର୍.ପି.ଏଫ୍) ବିଭାଗ ଏବଂ ପରିଚାଳନା ବିଭାଗ ମଧ୍ୟରେ ଖେଳାଯାଇଥିଲା,!-->!-->!-->…