ବାଲିଗୁଡାରେ ଝିପି ଝିପି ବର୍ଷା, ଅପରାହ୍ନରେ ଭିଜିଲା ଅଞ୍ଚଳ

ବାଲିଗୁଡା, ୧୮/୦୪ ସୁକାନ୍ତ କୁମାର ତ୍ରିପାଠୀ

ଆଜି ବାଲିଗୁଡା ଅଞ୍ଚଳରେ ଅପରାହ୍ନ ସମୟରେ ହଠାତ୍ ଝିପି ଝିପି ବର୍ଷା ହୋଇ ଲୋକମାନଙ୍କୁ ଆଶ୍ଚର୍ୟଚକିତ କରିଥିଲା। ଅପରାହ୍ନ ପ୍ରାୟ ୪ଟା ୪୫ ମିନିଟ୍‌ରୁ ଆରମ୍ଭ ହୋଇଥିବା ଏହି ବର୍ଷା କିଛି ସମୟ ପର୍ଯ୍ୟନ୍ତ ଚାଲିଥିଲା।ବର୍ଷା ସହିତ ମଝିମଝିରେ ଘଡଘଡି ଶବ୍ଦ ଶୁଣିବାକୁ ମିଳିଥିଲା, ଯାହା ଅଞ୍ଚଳର ପରିବେଶକୁ କମ୍ପାଇ ଦେଇଥିଲା।

ବାଲିଗୁଡାରେ ଝିପି ଝିପି ବର୍ଷା, ଅପରାହ୍ନରେ ଭିଜିଲା ଅଞ୍ଚଳ

ଅଳ୍ପ ସମୟର ବର୍ଷା ହେଉଥିଲେ ମଧ୍ୟ ଏହା ତାପମାତ୍ରାକୁ କିଛି ହ୍ରାସ କରିଥିଲା ଓ ଗରମରୁ ଲୋକମାନେ କିଛି ରାହତ ଅନୁଭବ କରିଥିଲେ ।

You might also like
error: Content is protected !!