ବିଏସଏନଏଲର ବାର୍ଷିକ ପ୍ରଦର୍ଶନ ସମୀକ୍ଷା

ଭୁବନେଶ୍ୱର,(ପି.ଆଇ.ବି):- ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ଭାରତ ସଞ୍ଚାର ନିଗମ ଲିମିଟେଡର ବାର୍ଷିକ ପ୍ରଦର୍ଶନ ଫଳାଫଳ ସମୀକ୍ଷା କରାଯାଇଛି। ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ ବୈଠକରେ କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା…

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ରେ ସାମୂହିକ ବିବାହ ଉତ୍ସବ ସମ୍ପନ୍ନ ୧୧୧ ଜଣ…

ବ୍ରହ୍ମପୁର,(ବିଚିତ୍ର ସାହୁ):- ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ୨୧ ତାରିଖ ମଙ୍ଗଳବାର ଦିନ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଲନ୍ଥରା ନିକଟସ୍ଥ ମା’ ସିଦ୍ଧ ଭୈରବୀ ମନ୍ଦିର ପ୍ରାଙ୍ଗଣରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ ସାମୂହିକ ବିବାହ ଉତ୍ସବ ଅନୁଷ୍ଠିତ…

ସାପ୍ତାହିକ ଖବରକାଗଜ ‘ଓଁକାର ଦର୍ପଣ’ର ଲୋକାର୍ପଣ

ବ୍ରହ୍ମପୁର,(ବିଚିତ୍ର ସାହୁ):- ସତ୍ୟର ସ୍ୱର ଏବଂ ସାଧାରଣ ଜନତାଙ୍କ ଆଶା-ଆକାଂକ୍ଷାକୁ ପ୍ରତିଫଳିତ କରିବା ପାଇଁ ବ୍ରହ୍ମପୁର ସହରରେ ଜନ୍ମ ନେଇଛି ଏକ ନୂତନ ସାରଥି। ଅକ୍ଷୟ ତୃତୀୟାର ଶୁଭ ଅବସରରେ ଲୋକାର୍ପିତ ହୋଇଛି ନୂତନ ସାପ୍ତାହିକ ସମ୍ବାଦପତ୍ର 'ଓଁକାର ଦର୍ପଣ'। ବ୍ରହ୍ମପୁର ସର୍କିଟ…

ସୁନାମଧନ୍ୟ ଶିକ୍ଷାବିତ୍ ତଥା ବଂଶୀବାଦକ ବାଉରୀବନ୍ଧୁଙ୍କ ବିୟୋଗରେ ଶୋକସଭା

ବ୍ରହ୍ମପୁର,(ବିଚିତ୍ର ସାହୁ):- ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁ ବେହେରା ସୁରଳ ସ୍ଥିତ ସ୍ଵ ବାସଭବନରେ ଇହଲୀଳା ସମ୍ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ଚଳିତ ଏପ୍ରିଲ ୧୬ ତାରିଖ ରାତି ବାର ଘଟିକା ବେଳେ ସାମାନ୍ୟ ପେଟବ୍ୟଥା ଓ ଆକସ୍ମିକ ମୃତ୍ୟୁ। ସୁରଳ, ଉଚ୍ଚ…

ଯୁବକଙ୍କ ମୃତ ଦେହ ଉଦ୍ଧାର

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଜଟଣୀ ସୀତାରାମ ଛକ ନିକଟ ମାର୍କେଟ କମ୍ପେକ୍ସ ରୁ ଯୁବକଙ୍କ ସନ୍ଦେହ ଜନକ ମୃତ ଦେହ ଉଦ୍ଧାର। ମୃତ ଯୁବକ ଜଣଙ୍କ ହେଉଛନ୍ତି ଜଟଣୀ ହାଟ ବଜାରର ଏ. ପ୍ରକାଶ ରାଓ। ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବାବେଳେ ପ୍ରକାଶ ଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡିଛି। ଜଟଣୀ…

ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା କୃଷକ ଦିବସ

ଭଞ୍ଜନଗର,(ବିଚିତ୍ର ସାହୁ):- ପବିତ୍ର ଅକ୍ଷୟ ତୃତୀୟା ଦିବସ ପାଳନ ଅବସରରେ, ଜିଲ୍ଲା ସ୍ତରୀୟ କୃଷକ ଦିବସ କୃଷି ବିଜ୍ଞାନ କେନ୍ଦ୍ର, ଭଞ୍ଜନଗର , ବେଣାକୁନ୍ଦ। ଠାରେ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ, ଇସ୍ପାତ ଏବଂ ଖଣିଜ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା…

କୁକୁଡାଖଣ୍ଡି ବ୍ଲକ୍ ଠାରେ ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ସୂର୍ଯ୍ୟନାରାୟଣ ଦାଶ ହଳ ଲଙ୍ଗଳ ଧରି ଅକ୍ଷୟ…

କୁକୁଡାଖଣ୍ଡି,(ବିଚିତ୍ର ସାହୁ):- କୁକୁଡାଖଣ୍ଡି ବ୍ଲକ୍ ଠାରେ ବିଜେପି ଜିଲ୍ଲା ସଭାପତି ଶ୍ରୀ ସରୋଜ ସାବତ ଙ୍କ ନେତୃତ୍ୱ ରେ ଏ. ନନ୍ଦକିଶୋର ଙ୍କ ପୌରହିତରେ ଜିଲ୍ଳା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ସୂର୍ଯ୍ୟନାରାୟଣ ଦାଶ ହଳ ଲଙ୍ଗଳ ଧରି ଅକ୍ଷୟ ମୁଠି ବୁଣି ଚାଷ କାର୍ଯ୍ୟ ର ଶୁଭ ଆରମ୍ଭ…

ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଆନ୍ତଃ ବିଭାଗୀୟ ଦିବା–ରାତ୍ର କ୍ରିକେଟ୍ ପ୍ରତିଯୋଗିତା–୨୦୨୬ ଉଦଯାପିତ ସୁରକ୍ଷା ବିଭାଗ…

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ପୂର୍ବତଟ ରେଳବାଇ କ୍ରୀଡ଼ା ସଂଘ , ଖୋର୍ଦ୍ଧା ରୋଡ ଦ୍ୱାରା ଆୟୋଜିତ “ଆନ୍ତଃ ବିଭାଗୀୟ ଦିବା–ରାତ୍ର କ୍ରିକେଟ୍ ପ୍ରତିଯୋଗିତା–୨୦୨୬” ସଫଳତାର ସହ ଶେଷ ହୋଇଛି। ଫାଇନାଲ୍ ମ୍ୟାଚ୍ ସୁରକ୍ଷା(ଆର୍.ପି.ଏଫ୍) ବିଭାଗ ଏବଂ ପରିଚାଳନା ବିଭାଗ ମଧ୍ୟରେ ଖେଳାଯାଇଥିଲା,…

ମହାବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

ନୟାଗଡ଼(ପ୍ରଭାକର ଶିରୋମଣି):- କଣ୍ଟିଲୋ ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ତତ୍କାଳୀନ ଖଣ୍ଡପଡା ବିଧାୟକ ସ୍ବର୍ଗତ ସତ୍ୟସୁନ୍ଦର ମିଶ୍ରଙ୍କ ଚତୁର୍ଦ୍ଦଶ ବାର୍ଷିକ ଶ୍ରାଦ୍ଧ ଦିବସ ସ୍ଥାନୀୟ କଲେଜ ପ୍ରାଙ୍ଗଣ ରେ ଶନିବାର ପାଳିତ  ହୋଇଯାଇଛି l ଏହି…
error: Content is protected !!