ବିହାର ରୁ ୨୫ ଜଣ ନାବାଳକ ଶିଶୁ ଚାଲାଣ ବେଳେ ଖୋର୍ଦ୍ଧା ରୋଡ଼ ରେ କାବୁ କଲା ଆର ପି ଏଫ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାରଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ରୁ ୨୫ ଜଣ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ର ନାବାଳକ ଶିଶୁ ଉଦ୍ଧାର। ଅମରାବତୀ ଏକ୍ସପ୍ରେସ ରେ ବିହାର ରୁ ବାଙ୍ଗାଲୋର ଗଡ଼କ ଜଙ୍ଗସନ ଯାଉଥିବା ସମୟରେ ଆର ପି ଏଫ, ଏ ଭି ଏ, ଶିଶୁ ସୁରକ୍ଷା କର୍ମୀ ଓ ସୋଚ ର ମିଳିତ ଉଦ୍ୟମରେ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରୁ ଉଦ୍ଧାର କରାଯାଇଛି।୨୫ ଜଣ ଶିଶୁଙ୍କୁ ଚାଲାଣ କରୁଥିବା ବ୍ୟକ୍ତି ଙ୍କୁ ରେଳ ସୁରକ୍ଷା କର୍ମୀ ଅଟକ ରଖି ଅଧିକ ତନାଘନା ଜାରି ରଖିଛି।

Smart Computer Ad
You might also like
error: Content is protected !!