ଜଗନ୍ନାଥ ପ୍ରସାଦଠାରେ ଜିଲ୍ଲାସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

ଛତ୍ରପୁର,(ବିଚିତ୍ର ସାହୁ):- ଜଗନ୍ନାଥ ପ୍ରସାଦ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଆଜି ସକାଳ ୭ ଘଟିକା ଠାରୁ ୧୦ଘଟିକା ପର୍ଯ୍ଯନ୍ତ ଜିଲ୍ଲା ସ୍ତରୀୟ ଜନଶଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଜିଲ୍ଲା ସ୍ତରୀୟ ଶିବିରରେ ଜିଲ୍ଲାପାଳ ଓ୍ବି. କୀର୍ତ୍ତି ଓ୍ବାସନ୍, ଜିଲ୍ଲା ଆରକ୍ଷୀ…

ବଟେଶ୍ୱର ଶିବ ମନ୍ଦିରରେ ସୋମନାଥ ସ୍ୱାଭିମାନ ପର୍ବ ପାଳିତ

ଛତ୍ରପୁର,(ବିଚିତ୍ର ସାହୁ):- ଅଖଣ୍ଡ ଆସ୍ଥାର ୧୦୦୦ ବର୍ଷ ଓ ସୋମନାଥ ମନ୍ଦିର ପୁନଃନିର୍ମାଣର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜି ସମଗ୍ର ଦେଶରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ "ସୋମନାଥ ସ୍ୱାଭିମାନ ପର୍ବ" ପାଳନ କରାଯାଇଛି ।ଏହି ଅବଲୋକନରେ ଗଞ୍ଜାମ ବ୍ଲକର…

ପୁରାଣ ଅନୁସାରେ ନଡ଼ିଆକୁ ଶ୍ରୀଫଳ କାହିଁକି କୁହାଯାଏ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଦୁନିଆର ପ୍ରତ୍ୟେକ ଶୁଭ କାର୍ଯ୍ୟରେ ବ୍ୟବହୃତ ହେଉଥିବା ନଡ଼ିଆରେ ମଣିଷ ମୁହଁ ପରି ଦୁଇଟି ଆଖି, ଗୋଟିଏ ମୁହଁ ଏବଂ ଜଟା ପରି କାହିଁକି ଥାଏ… କେବେ ଭାବିଛନ୍ତି କି ? ଏହା ପଛରେ ରହିଛି ଏକ ଅଦ୍ଭୁତ ପୁରାଣ କଥା…ଏହି କାହାଣୀ ଆରମ୍ଭ ହୁଏ ଇକ୍ଷ୍ୱାକୁ ବଂଶର…

ବାଲିଗୁଡା ଥାନାରେ “ଜୁଭେଣ୍ଟିକା” ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡା, ୧୧/୦୫: ସୁକାନ୍ତ କୁମାର ତ୍ରିପାଠୀ ଓଡ଼ିଶା ପୋଲିସ ଓ ୟୁନିସେଫ୍‌ର ସହଯୋଗରେ କିଶୋରୀ ବାଳିକାଙ୍କ ସୁରକ୍ଷା ଓ ସଚେତନତା ନିମନ୍ତେ “ଜୁଭେଣ୍ଟିକା” କାର୍ଯ୍ୟକ୍ରମ ବାଲିଗୁଡା ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡା ଥାନାର ଶିଶୁ ଡେସ୍କ ଠାରେ ଆୟୋଜିତ ଏହି…

ଓଡ଼ିଶାରେ ପେଟ୍ରୋଲ-ଡିଜେଲର କୌଣସି ଅଭାବ ନାହିଁ: ଓଏମସିର ଆଶ୍ୱାସନା

ଭୁବନେଶ୍ୱର,(ପି ଆଇ ବି):- ଓଡିଶାର କିଛି ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲର ସାମୟିକ ଅନୁପଲବ୍ଧତା ସମ୍ପର୍କରେ କିଛି ସାମ୍ପ୍ରତିକ ଗଣମାଧ୍ୟମ ରିପୋର୍ଟକୁ ଦୃଷ୍ଟିରେ ରଖି, ତୈଳ ବିପଣନ କମ୍ପାନୀଗୁଡ଼ିକ (ଓଏମସି) ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟର ସମସ୍ତ ଖୁଚୁରା ବିକ୍ରୟ କେନ୍ଦ୍ରରେ ପର୍ଯ୍ୟାପ୍ତ…

ସଂଘ ମନସ୍କତା ଭିତରେ କଳାକାରଙ୍କ ପ୍ରଗତି ସଂଗୋପିତ ମହାସଂଘ

ବ୍ରହ୍ମପୁର,(ବିଚିତ୍ର ସାହୁ):- କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଟପୁର ସନ୍ନିକଟ ଏରେଣ୍ଡ୍ରା, ଶ୍ରୀଶ୍ରୀ ଚୈତନ୍ୟ ସଂକୀର୍ତ୍ତନ ମଣ୍ଡଳି ଆଖଡ଼ା ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗୁରୁଶ୍ରୀ ବଳରାମ…

ବଙ୍ଗୋପସାଗରରେ ଲଘୁଚାପ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ Ecmwf ମଡେଲ୍ ଅନୁଯାୟୀ ୧୦ରେ ସୃଷ୍ଟି ହେବ ଲଘୁଚାପ ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର ବିଭିନ୍ନ ମଡେଲ୍‌ ଆକଳନ ନେଇ ମିଳିଲା ସଙ୍କେତ ହେଲେ କେତେ ତୀବ୍ର ହେବ ଓ କେଉଁଆଡ଼କୁ ଗତି କରିବ…

ପଶ୍ଚିମବଙ୍ଗ ବିଧାନସଭା ଭାଙ୍ଗିଲା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ପଶ୍ଚିମବଙ୍ଗ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ ମେ ୭ରୁ ବିଧାନସଭା ଭଙ୍ଗ ନେଇ ନିର୍ଦ୍ଦେଶନାମା ମମତା ଇସ୍ତଫା ନ ଦେବାରୁ ସାମ୍ବିଧାନିକ ବ୍ୟବସ୍ଥାରେ ଭାଙ୍ଗିଦେଲେ ମୁଁ ଇସ୍ତଫା ଦେବିନି, ମୋତେ ବହିଷ୍କାର କରନ୍ତୁ କହିଥିଲେ ମମତା

କୋଟଗଡ଼ ପୋଲିସର ଚଢାଉ : ୩ଟି ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ବାଲିଗୁଡା,୦୭/୦୫ : ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ପୋଲିସ ଅବୈଧ ଅସ୍ତ୍ର ବିରୋଧୀ ଅଭିଯାନରେ ସଫଳତା ହାସଲ କରିଛି। ନିର୍ଭରଯୋଗ୍ୟ ସୂଚନା ପାଇ କୋଟଗଡ଼ ଥାନା ପୋଲିସ ପକ୍ଷରୁ ଚଢାଉ କରାଯାଇଥିବା ବେଳେ ୩ଟି ଦେଶୀ ତିଆରି ବନ୍ଧୁକ ଜବତ କରାଯାଇଛି।ଏହି ଘଟଣାରେ…
error: Content is protected !!