କନ୍ଧମାଳର ନୂଆ ଏସପି ହେଲେ ରମେନ୍ଦ୍ର ପ୍ରସାଦ

କନ୍ଧମାଳ,୨୪/୦୫: ସୁକାନ୍ତ କୁମାର ତ୍ରିପାଠୀରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଆଇପିଏସ ଓ ଓପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରାକନ୍ଧମାଳର ନୂଆ ଏସପି ହେଲେ ରମେନ୍ଦ୍ର ପ୍ରସାଦଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବିଭାଗରେ ୧୮ ଜଣ ଅଧିକାରୀଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି। ଏହି…

ମ୍ୟାଲେରିଆ ନିରାକରଣ ପାଇଁ ତାଲିମ୍ ଶିବିର ଅନୁଷ୍ଠିତ

ବାଲିଗୁଡା,୨୪/୦୫ : ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହରେ ମ୍ୟାଲେରିଆ ନିରାକରଣ ନିମନ୍ତେ ଦିନିକିଆ ଏସିଏମ୍‌ ଛିଞ୍ଚନ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ବାରଖମା ଓ କ.ନୂଆଗାଁ ଅଞ୍ଚଳ ଦାୟିତ୍ୱରେ…

ବାଲିଗୁଡାରେ ପ୍ରବଳ ଖରା ପ୍ରକୋପ, ଜନଜୀବନ ଅସ୍ତବ୍ୟସ୍ତ

ବାଲିଗୁଡା,୨୪/୦୫ : ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳରେ ଏବେ ପ୍ରବଳ ଖରା ଓ ତାତିଲା ପବନ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଦିନକୁ ଦିନ ଟେମ୍ପରେଚର ବୃଦ୍ଧି ପାଉଥିବା ବେଳେ ତିବ୍ର ଗରମରେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଦିନ ସମୟରେ ରାସ୍ତାଘାଟ…

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ “ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ” ଶୀର୍ଷକ ଆଇନ ସଚେତନତା…

ଛତ୍ରପୁର,(ବିଚିତ୍ର ସାହୁ):- ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ପକ୍ଷରୁ “ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ” ଶୀର୍ଷକ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆଜି ଛତ୍ରପୁର ସ୍ଥିତ ବିଜ୍ଞାନ ମହାବିଦ୍ୟାଳୟଠାରେ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା…

ଭୋଟର ତାଲିକା ସଂଶୋଧନ ନେଇ ବାଲିଗୁଡାରେ ବୈଠକ

ବାଲିଗୁଡା, ୨୨/୦୫ : ସୁକାନ୍ତ କୁମାର ତ୍ରିପାଠୀ ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭୋଟର ତାଲିକା ସଂଶୋଧନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଲିଗୁଡା ଉପଖଣ୍ଡ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରଣୀତା ଦାସ ଓ ନିର୍ବାଚନ ଅଧିକାରୀ ତଥା…

ଖୋର୍ଦ୍ଧା ରୋଡ୍ ଇଷ୍ଟ କୋଷ୍ଟ ରେଳବାଇ କ୍ରୀଡ଼ା ସଂଘର କ୍ରିକେଟ୍ ଷ୍ଟାଡିୟମଠାରେ ଗ୍ରୀଷ୍ମକାଳୀନ କ୍ରୀଡ଼ା ଶିବିର

ଖୋର୍ଦ୍ଧା,(ସଞ୍ଜୀବ କୁମାର):- କ୍ରିକେଟ୍ ସ୍କୋର ବୋର୍ଡର ଉଦ୍‌ଘାଟନଚାଲିଥିବା ଗ୍ରୀଷ୍ମକାଳୀନ ଛୁଟି ସମୟରେ ପିଲାମାନଙ୍କର ଶାରୀରିକ, ମାନସିକ ଓ ନୈତିକ ଦକ୍ଷତାର ବିକାଶ କରିବା ଉଦ୍ଦେଶ୍ୟରେ ଖୋର୍ଦ୍ଧା ରୋଡ୍ ଇଷ୍ଟ କୋଷ୍ଟ ରେଳବାଇ କ୍ରୀଡ଼ା ସଂଘ ପକ୍ଷରୁ କ୍ରୀଡ଼ା କମ୍ପ୍ଲେକ୍ସଠାରେ ରେଳବାଇ…

ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ଛତ୍ରପୁର,(ବିଚିତ୍ର ସାହୁ):- ଗଞ୍ଜାମ ୩୬୦ ଆପ ଜରିଆରେ ବାଲ୍ୟ ବିବାହ ସମ୍ପର୍କିତ ସୂଚନା ଦେଇପାରିବେକିଶୋରୀ ସଶକ୍ତିକରଣ ଓ ବାଲ୍ୟ ବିବାହ ସମ୍ପୂର୍ଣ ଶେଷ କରିବା ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟ ଖସଡ଼ାର ଉନ୍ମୋଚନଛତ୍ରପୁର ତା ୨୧/ ୦୫/୨୬ : କିଶୋରୀମାନେ ପରିବାରର ବୋଝ ନୁହନ୍ତି । ସେମାନେ…

ଆସିଲା ଯୁକ୍ତ ଦୁଇ ରେଜଲ୍ଟ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ପ୍ରକାଶ ପାଇଲା +2 ପରୀକ୍ଷା ଫଳ ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ରେଜଲ୍ଟ ପ୍ରକାଶିତ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ମଧ୍ୟ ପ୍ରକାଶିତ CHSE ଅଫିସ୍‌ରେ ରେଜଲ୍ଟ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଲିଗୁଡାର AHSE-2026 ପରୀକ୍ଷା ଫଳ ପ୍ରକାଶିତ

ବାଲିଗୁଡା,୨୦/୦୫ : ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଲିଗୁଡାର AHSE- 2026 ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି।କଳା ବିଭାଗରେ…
error: Content is protected !!