ଆସିଲା ଯୁକ୍ତ ଦୁଇ ରେଜଲ୍ଟ Uncategorized By News Nerve Posted On May 20, 2026 Share ଖୋର୍ଦ୍ଧା,(ସଞ୍ଜୀବ କୁମାର):- ପ୍ରକାଶ ପାଇଲା +2 ପରୀକ୍ଷା ଫଳ ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ରେଜଲ୍ଟ ପ୍ରକାଶିତ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ମଧ୍ୟ ପ୍ରକାଶିତ CHSE ଅଫିସ୍ରେ ରେଜଲ୍ଟ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ Share