ଏକ୍ସପ୍ଲୋର ଦାରିଙ୍ଗବାଡି ୱେବସାଇଟ ଉନ୍ମୋଚିତ
ଦାରିଙ୍ଗବାଡି, ୨୭/୦୫ : ସୁକାନ୍ତ କୁମାର ତ୍ରିପାଠୀ
ଓଡିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଇଛି। ସୋମବାର “ଏକ୍ସପ୍ଲୋର!-->!-->!-->…