ଆଜି ଠୁ ଘରକୁ ଘର ବୁଲି ପରିଗଣନା ଫର୍ମ ବାଣ୍ଟିବେ ବିଏଲ୍ଓ

ବ୍ରହ୍ମପୁର,(ବିଚିତ୍ର ସାହୁ):- ମଇ ୩୦ ତାରିଖରୁ ଜୁନ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ପରିଗଣନା ଫର୍ମ ବଣ୍ଟନ ଜିଲ୍ଲାରେ ୩୧୨୪ ବିଏଲ୍ଓ, ୩୧୧ ସୁପରଭାଇଜର, ୧୩ ଇ.ଆର.ଓ ଏବଂ ୭୯ ଏ.ଇ.ଆର.ଓ ନିୟୋଜିତ ବିଏଲ୍ଓଙ୍କୁ ସଠିକ ତଥ୍ୟ ଓ ସହଯୋଗ କରିବା ପାଇଁ ଗଞ୍ଜାମବାସୀଙ୍କୁ ଜିଲ୍ଲାପାଳଙ୍କ ଅନୁରୋଧ…

IRCTCକୁ FSSAIର ନୋଟିସ୍‌

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଭାରତୀୟ ରେଳବାଇ କାଟେରିଂ ଓ ପର୍ଯ୍ୟଟନ ନିଗମ (IRCTC)କୁ ନୋଟିସ୍‌ ନୋଟିସ୍‌ କଲା ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଟ୍ରେନ୍‌ ଶୌଚାଳୟ ଭିତରେ ବାସନ ଧୋଇବା ଭିଡ଼ିଓ ଭାଇରାଲ୍‌ ପରେ ଆକ୍ସନ କ୍ୟାଟରିଂ କର୍ମଚାରୀମାନେ ସ୍ୱଚ୍ଛତାର ସହ…

ଜଟଣୀର ବିଭିନ୍ନ ସ୍ଥାନରେ ପାଳିତ ହେଲା ବଳିଦାନର ପର୍ବ ‘ଇଦ୍‌ ଉଲ୍‌ ଜୁହା’

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଜଟଣୀ ସମସ୍ତ ସ୍ଥାନରେ ଧୂମଧାମରେ ପାଳିତ ହୋଇଛି ବଳିଦାନର ପର୍ବ ଇଦ-ଉଲ-ଜୁହା । ଇସଲାମଧର୍ମାମ୍ବଲମ୍ବୀ ମୁସଲମାନଭାଇମାନଙ୍କର ଇଦ-ଉଲ- ଫିତର ପରେ ଏହା ଦ୍ୱିତୀୟ ବଡ ପର୍ବ ଅଟେ । ଏହି ପର୍ବରେ ବଳିଦେବାର ପ୍ରଥା ରହିଥିବା ବେଳେ ବଳିଦାନର କିମ୍ବଦନ୍ତୀ ଉପରେ…

SIR ଦାୟିତ୍ବରେ ଥିବା ଅଧିକାରୀଙ୍କ ବଦଳିରେ ରୋକ୍‌

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଜୁଲାଇ ୧ରୁ SIR ପ୍ରକ୍ରିୟା ଆରମ୍ଭ ପୂର୍ବରୁ ରାଜ୍ୟ ସରକାରଙ୍କ ପଦକ୍ଷେପ-SIR ଦାୟିତ୍ବରେ ଥିବା ଅଧିକାରୀଙ୍କ ବଦଳି ଉପରେ ଲଗାଇଲେ ରୋକ୍‌-ନିୟୋଜିତ DEO, ଜିଲ୍ଲାପାଳ, ERO, AERO, BLOଙ୍କ ବଦଳି ଉପରେ ରୋକ୍‌-ECIଙ୍କ ପୂର୍ବ ଅନୁମତି ବିନା କୌଣସି…

୫ ଟଙ୍କାରେ ବି ଅଛି କେତେ ଫରକ୍

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ପଶ୍ଚିମବଙ୍ଗରେ ବିଜେପି ସରକାର। ଓଡ଼ିଶାରେ ବି ବିଜେପି ସରକାର।କିନ୍ତୁ ଫରକ୍ ଦେଖନ୍ତୁ। ପଶ୍ଚିମବଙ୍ଗରେ ରାଜ୍ୟ ସରକାର ଗରିବ ଓ ଅସହାୟ ଲୋକଙ୍କ ପାଇଁ ୫ ଟଙ୍କିଆ ମିଲ ଯୋଗାଇବା ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏହି ଯୋଜନାରେ ରାଜ୍ୟ ସାରା ପ୍ରାୟ…

ଏୟାରଫିଲ୍ଡ ଥାନାରେ NIA ଟିମ୍‌

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଭୁବନେଶ୍ବର ଏୟାରଫିଲ୍ଡ ଥାନାରେ NIA ଟିମ୍‌ର ତନାଘନା ଆଜାଦ ନଗର ବିସ୍ଫୋରଣ ଘଟଣାରେ ଖୋଳତାଡ଼ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଚାଲିଛି ତଦନ୍ତ ଗତ ଜାନୁଆରୀ ୨୭ରେ ହୋଇଥିଲା ଭୟଙ୍କର ବିସ୍ଫୋରଣ ବିସ୍ଫୋରଣରେ କୁଖ୍ୟାତ ଅପରାଧୀ ମଫି ଓ ତାର ମା’ର ମୃତ୍ୟୁ…

ଶ୍ରେଷ୍ଠ ବିଧାୟକ ଚୟନ କମିଟି ଗଠନ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟକଙ୍କ ଚୟନ ପାଇଁ କମିଟି ଗଠନ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ୬ ଜଣ ସଦସ୍ୟଙ୍କୁ ନେଇ କମିଟି ଗଠନ ବାଚସ୍ପତି ସୁରମା ପାଢ଼ୀ ହେଲେ ଶ୍ରେଷ୍ଠ ବିଧାୟକ ଚୟନ କମିଟି ଅଧକ୍ଷ ବାଚସ୍ପତି ଭବାନୀ ଶଙ୍କର ଭୋଇ, ବିଧାୟକ ଜୟନାରାୟଣ…

ପ୍ରବଳ ବର୍ଷା : ବାଲିଗୁଡା ସହର ଅନ୍ଧାରରେ : ଗତକାଲି ରାତିଠାରୁ ବିଦ୍ୟୁତ୍ ସେବା ବନ୍ଦ

ବାଲିଗୁଡା, ୨୮/୦୫ : ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ଗତକାଲି ରାତ୍ରିଠାରୁ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ବିଦ୍ୟୁତ୍ ସେବା ସମ୍ପୂର୍ଣ୍ଣ ଠପ୍ ପଡିଛି। ଫଳରେ ସମଗ୍ର ବାଲିଗୁଡା ସହର ଅନ୍ଧାରରେ ଡୁବି ରହିଛି।ଲଗାତାର ଏକ ଘଣ୍ଟା ବର୍ଷା ସହ ଘଡଘଡି ଓ…

ବାଲିଗୁଡା ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷା ପାଣି, ଡ୍ରେନ ଯାମ ଯୋଗୁଁ ଜନଜୀବନ ପ୍ରଭାବିତ

ବାଲିଗୁଡା, ୨୭/୦୫ : ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ୨୫ ମିନିଟ ସମୟରେ ପ୍ରବଳ ବର୍ଷା ସହ ଘଡଘଡି ଓ ବିଜୁଳି ଦେଖିବାକୁ ମିଳିଥିଲା। ହଠାତ୍ ଆରମ୍ଭ ହୋଇଥିବା ଏହି ବର୍ଷାରେ ବାଲିଗୁଡା ବସଷ୍ଟାଣ୍ଡ ଅଞ୍ଚଳ ସମ୍ପୂର୍ଣ୍ଣ…

ବାଲିଗୁଡ଼ାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପାଇଁ ଉପଖଣ୍ଡ ସ୍ତରୀୟ ସହାୟତା କେନ୍ଦ୍ର

ବାଲିଗୁଡ଼ା, ୨୭/୦୫ : ସୁକାନ୍ତ କୁମାର ତ୍ରିପାଠୀ ଆସନ୍ତା ମଇ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର “ସ୍ୱତନ୍ତ୍ର ସଘନ ସଂଶୋଧନ – SIR” କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ନେଇ ଆଜି ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାଶଙ୍କ ଅଧ୍ୟକ୍ଷତାରେ ଏକ ଉପଖଣ୍ଡ ସ୍ତରୀୟ…
error: Content is protected !!