ଏୟାରଫିଲ୍ଡ ଥାନାରେ NIA ଟିମ୍‌

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଭୁବନେଶ୍ବର ଏୟାରଫିଲ୍ଡ ଥାନାରେ NIA ଟିମ୍‌ର ତନାଘନା ଆଜାଦ ନଗର ବିସ୍ଫୋରଣ ଘଟଣାରେ ଖୋଳତାଡ଼ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଚାଲିଛି ତଦନ୍ତ ଗତ ଜାନୁଆରୀ ୨୭ରେ ହୋଇଥିଲା ଭୟଙ୍କର ବିସ୍ଫୋରଣ ବିସ୍ଫୋରଣରେ କୁଖ୍ୟାତ ଅପରାଧୀ ମଫି ଓ ତାର ମା’ର ମୃତ୍ୟୁ ଘଟିଥିଲା ବିସ୍ଫୋରଣରେ ମାରାତ୍ମକ ଆର୍‌ଡିଏକ୍ସ ବ୍ୟବହାର ସନ୍ଧାନ ମିଳିଥିଲା

You might also like
error: Content is protected !!