ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଭାରତୀୟ ରେଳବାଇ କାଟେରିଂ ଓ ପର୍ଯ୍ୟଟନ ନିଗମ (IRCTC)କୁ ନୋଟିସ୍ ନୋଟିସ୍ କଲା ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଟ୍ରେନ୍ ଶୌଚାଳୟ ଭିତରେ ବାସନ ଧୋଇବା ଭିଡ଼ିଓ ଭାଇରାଲ୍ ପରେ ଆକ୍ସନ କ୍ୟାଟରିଂ କର୍ମଚାରୀମାନେ ସ୍ୱଚ୍ଛତାର ସହ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଶୌଚାଳୟରେ ପାତ୍ର ଧୋଇବା ଖାଦ୍ୟ ସୁରକ୍ଷା ଆଇନର ଉଲଙ୍ଘନ: FSSAI ଅଭିଯୋଗର ଶୀଘ୍ର ଉତ୍ତର ଦେବାକୁ IRCTCକୁ ନିର୍ଦ୍ଦେଶ ଦେଇଛି FSSAI