ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଜୁଲାଇ ୧ରୁ SIR ପ୍ରକ୍ରିୟା ଆରମ୍ଭ ପୂର୍ବରୁ ରାଜ୍ୟ ସରକାରଙ୍କ ପଦକ୍ଷେପ-SIR ଦାୟିତ୍ବରେ ଥିବା ଅଧିକାରୀଙ୍କ ବଦଳି ଉପରେ ଲଗାଇଲେ ରୋକ୍-ନିୟୋଜିତ DEO, ଜିଲ୍ଲାପାଳ, ERO, AERO, BLOଙ୍କ ବଦଳି ଉପରେ ରୋକ୍-ECIଙ୍କ ପୂର୍ବ ଅନୁମତି ବିନା କୌଣସି ଅଧିକାରୀଙ୍କ ବଦଳି କରାଯିବ ନାହିଁ-ଖାଲି ପଦ ତୁରନ୍ତ ପୂରଣ କରିବାକୁ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ନିର୍ଦ୍ଦେଶ-ERO, AERO, BLO, ସୁପରଭାଇଜର୍ ଓ BLO ପଦବୀ ଖାଲି ରଖାଯିବନି-ଜଣେ ଅଧିକାରୀଙ୍କୁ ଏକାଧିକ ERO କିମ୍ବା AERO ଦାୟିତ୍ୱ ନ ଦେବାକୁ ନିର୍ଦ୍ଦେଶ-SIR ପ୍ରକ୍ରିୟାକୁ ସୁଚାରୁ ଓ ସମୟସୀମା ମଧ୍ୟରେ ସାରିବାକୁ କଡ଼ା ପଦକ୍ଷେପ