ଆଦିବାସୀ ମହାବିଦ୍ୟାଳୟରେ ଦୁଇ କର୍ମଚାରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ବାଲିଗୁଡା,୩୦/୦୬: ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ଆଜି ଅବସର ଗ୍ରହଣ କରୁଥିବା କିରାଣୀ ଓ ଟାଇପିଷ୍ଟ ଶ୍ରୀ ପ୍ରମୋଦ କୁମାର ପଣ୍ଡା ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀ ସୁବାସ ଚନ୍ଦ୍ର ଡାକୁଆଙ୍କୁ ମହାବିଦ୍ୟାଳୟ ପରିବାର ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା!-->…