ପାଇରାଇଟ୍ କ୍ରିଷ୍ଟାଲ୍ କିପରି ବ୍ୟବହାର କରିବେ

ଭୁବନେଶ୍ୱର,(ଏସ.ଏମ.ପି):- କଞ୍ଚା ପାଇରାଇଟ୍ ଆପଣଙ୍କ ବାସଗୃହ କିମ୍ବା ଅଫିସରେ ଆଣି ରଖନ୍ତୁ ଉଜ୍ଜ୍ୱଳ ପରି ଅପଣଂକ ଡେସ୍କ ଉପରେ ରଖନ୍ତୁ lପଇସା କୁ ଚୁମ୍ବକ ପରି ତୁମର ଆର୍ଥିକ ଲକ୍ଷ୍ୟ ବିଷୟରେ ମନେ ପକାନ୍ତୁ ତାକୁ କୁହନ୍ତୁ କି ମୋତେ ଏମିନ୍ତି କିଛି ମୁ ପକାଇବା ପାଇଁ ଯାହାଉଛି ଓ ମୋର…

ନୂତନ ବର୍ଷ ଉପଲକ୍ଷେ ଗରିବ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ

ଆର,ଉଦୟଗିରି(ମନୋଜ କୁମାର ପାଢୀ):--ନୂତନ ବର୍ଷରେ ସଧବା ଏବଂ ବିଧବା ବାପା ମାଁ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କଲେ , ଏପରି ମହାନତା କାର୍ଯ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଳକ ମହେନ୍ଦ୍ରଗଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରଣାଲାଇ ଖ୍ରୀଷ୍ଟିୟlନ ସାହିର ଶ୍ରୀ ବିଭୁଦତ…

ରାମଗିରି ଉଚ ପ୍ରାଥମିକ ବିଦ୍ୟାଳୟରେ ବାଷିକ ଉତ୍ସବ ଅନୁଷ୍ଠିତ

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ରାମଗିରି ଉଚ ବିଦ୍ୟାଳୟରେ ୨୦୨୪- ୨୫ ଶିକ୍ଷା ବର୍ଷର ବାଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାମଗିରି ଜିଲ୍ଲାପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି ଯୋଗ ଦେଇଥିବା ବେଳେ, ମୁଖ୍ୟ…

ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ କେ.ଏନ.ପୁର ସେବା ସମବାୟ ସମିତିର ଧାନ ମଣ୍ଡି ଉଦ୍ ଘାଟନ

ପୁରୁଷୋତ୍ତମପୁର(ପ୍ରସନ୍ନ କୁମାର ଦାଶ):-ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେ.ଏନ.ପୁର ପଞ୍ଚାୟତ ରେ ଥିବା ସେବା ସମବାୟ ଧାନ ମଣ୍ଡି କୁ ଖଲ୍ଲିକୋଟ ବିଧାୟକ ପୁର୍ଣ ଚନ୍ଦ୍ର ସେଠୀ ଉଦଘାଟନ କରିଛନ୍ତି |ଉତ୍ସବ ରେ ବିଧାୟକ ଶ୍ରୀ ପୁର୍ଣ୍ଣଚନ୍ଦ୍ର ସେଠୀ ଙ୍କ ସହ ପୁରୁଷୋତ୍ତମପୁର ବ୍ଳକ ଉନ୍ନୟନ…

ନବରଙ୍ଗପୁରର ଡାଳିମ୍ୱ ମାଳି, ସେବା ପାଇଁ ସମ୍ବର୍ଦ୍ଧିତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କଲା

ବ୍ରହ୍ମପୁର(ଭଗବାନ ଦାସ): ତାଙ୍କ ପାଇଁ 'ସେବା ହିଁ ପରମ ଧର୍ମ, ମାନବ ସେବା ହିଁ ଈଶ୍ୱର ସେବା' । ନା ଦିନ ନା ରାତି, ନା ଭୋକ ନା ଶୋଷ । କଷ୍ଟ ଓ କ୍ଲାନ୍ତି ଭୁଲି ଲୋକଙ୍କୁ ଯୋଗାଇ ଦିଅନ୍ତି ନିଃସ୍ବାର୍ଥପର ସେବା ଓ ସହଯୋଗ । ଗର୍ଭବତୀଙ୍କ ସୁରକ୍ଷିତ ପ୍ରସବ ହେଉ କିମ୍ବା ମ୍ୟାଲେରିଆ ନିରାକରଣ…

ମଠ ମହନ୍ତଙ୍କ ପାଖକୁ ଫେରିବ ମଠ ପରିଚାଳନା କ୍ଷମତା

ଖୋର୍ଦ୍ଧ(ସଞ୍ଜୀବ କୁମାର):-ମଠ ମହନ୍ତଙ୍କ ପାଖକୁ ଫେରିବ ମଠ ପରିଚାଳନା କ୍ଷମତା । ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସହ ବିଭିନ୍ନ ମଠ ମହନ୍ତଙ୍କ ସହ ଆଲୋଚନା ପରେ ସରକାର ଏନେଇ ନିଷ୍ପତ୍ତି ନେବାକୁ ଯାଉଥିବା କହିଛନ୍ତି ଆଇନମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ: ଆଇଏଏସ୍ ମନୋଜ କୁମାର ସାହୁ ନିଯୁକ୍ତି ପାଇଲେ

ଖୋର୍ଦ୍ଧା ( ସଞ୍ଜୀବ କୁମାର):-ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୦୬ ବ୍ୟାଚ୍ ଏଜିଏମୟୁଟି କ୍ୟାଡ଼ରର ଆଇଏଏସ୍ ମନୋଜ କୁମାର ସାହୁଙ୍କୁ ଆଜି ନିଯୁକ୍ତି ମିଳିଛି । ରାଜ୍ୟ ସରକାରଙ୍କ ଅନୁରୋଧରେ ଶ୍ରୀ ସାହୁଙ୍କୁ କେନ୍ଦ୍ର ସରକାର ଗତମାସରେ ଓଡ଼ିଶାକୁ ପଠାଇଥିଲେ । ଶ୍ରୀ ସାହୁ…

ତହସିଲଦାରଙ୍କ ଦ୍ଵାରା ବୁଗୁଡ଼ା ବ୍ଲକ୍ ର ଧାନ ମଣ୍ଡି ଉଦ୍ଘାଟନ

ବୁଗୁଡ଼ା,୦୪/୦୧(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଗୋଲବନ୍ଧ ଗ୍ରାମରେ ବୁଗୁଡ଼ା ବ୍ଲକ୍ ସ୍ତରୀୟ ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି।ବୁଗୁଡ଼ା ତହସିଲଦାର ଓ ବିଡ଼ିଓ ତାପସ ରାଉତ ଏହି ଧାନ ମଣ୍ଡିକୁ ଉଦ୍ଘାଟନ କରିଥିଲେ।ବୁଗୁଡ଼ା ବ୍ଲକ୍ ମାର୍କେଟିଂଗ ଅଫିସର ତମ୍ପାଇ ମାରାଣ୍ଡି…

ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ବିଧାୟକଙ୍କ ଦ୍ୱାରା ମଧୁବାବୁ ଭତ୍ତା ବଣ୍ଟନ,

ପୁରୁଷୋତ୍ତମପୁର(ପ୍ରସନ୍ନ କୁମାର ଦାଶ):-ପୁରୁଷୋତ୍ତମପୁର ବିଜ୍ଞପିତ ଅଫିସ କାନଫରନେସ ହଲ ମଧ୍ୟରେ ମଧୁବାବୁଭତ୍ତା ବଣ୍ଟନ| ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୁର୍ଣ ଚନ୍ଦ୍ର ସେଠୀ ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ…

ବ୍ଲକ୍ ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ

ଆର, ଉଦୟଗିରି(ମନୋଜ କୁମାର ପାଢୀ) ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ. ଏମ. ଭାଲିଆ ସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ମହାସମାରୋହରେ ବ୍ଲକ୍ ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି। ପ୍ରବାସରେ ରହି ଭାରତୀୟମାନେ କିପରି ନିଜର ଜୀବିକା ନିର୍ବାହ କରିବା ସହିତ ନିଜର…
error: Content is protected !!