ନୀଳମାଧଵ ମନ୍ଦିରେ ମଣିପୁର ଫୁଙ୍ଗ କୋଲମ ନୃତ୍ୟ ପରିବେଷଣ 

ନୟାଗଡ଼ ୪ l ୧ (ପ୍ରଭାକର ଶିରୋମଣି ):ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ  ନୀଳମାଧଵ ମନ୍ଦିର ପରିସରରେ ଶନିବାର ସନ୍ଧ୍ୟାରେ ସୁଦୂର ଅସାମ ଅନ୍ତର୍ଗତ  ମଣିପୁର ରୁ ଆସିଥିବା" ମଣିପୁର ଫୁଙ୍ଗ କୋଲମ ନୃତ୍ୟ "ସଂସ୍ଥା ର ନୃତ୍ୟlଙ୍ଗନା ମାନେ ମଣିପୁରୀ  ନୃତ୍ୟ ପରିବେଷଣ କରି…

ଆଦିବାସୀ ମହାବିଦ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ

ବାଲିଗୁଡା (ସୁକାନ୍ତ କୁମାର ତ୍ରିପାଠୀ)ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ସ୍ଵେଚ୍ଛାସେବୀମାନଙ୍କ ଦ୍ଵାରା ସଡକ ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ରାଲିରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଘୋଷ ବାଦ୍ୟ ଜିଲ୍ଲା ପରିବହନ ପ୍ରାଧିକରଣ ପକ୍ଷରୁ ସଚେତନତା…

ସଡ଼କ ସୁରକ୍ଷା ସପ୍ତାହ ପାଳନ ଉପଲକ୍ଷେ ସଚେତନତା ଶୋଭାଯାତ୍ରା

ଆର,ଉଦୟଗିରି(ମନୋଜ ପାଢୀ):-ଜାନୁୟାରୀ ୦୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସଚେତନତା ସପ୍ତାହ ପାଳିତ ହେଉଛି। ଏହି ଅବସରରେ ଆଜି ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରାକୁ ଶ୍ରୀ ପ୍ରସନ୍ନ କୁମାର ଦାସ,ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଓ ସଦର ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ…

ଏନ୍.ଝାଲାରସିଂ ଗ୍ରାମର ଖ୍ରୀଷ୍ଟିୟାନ୍ ସାହିରେ ପାନୀୟଜଳ ସମସ୍ୟା

ଆର,ଉଦୟଗିରି(ଏସ.ଏମ.ପି):- ସରକାର ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଣ ପାଇଁ ପ୍ରତି ବର୍ଷ କୋଟି କୋଟି ଟଙ୍କା  ଖର୍ଚ୍ଚ କରୁଛନ୍ତି। ତଥାପି ଗ୍ରାମାଞ୍ଚଳରେ ପାନୀୟଜଳ ସମସ୍ୟା ସମାଧାନ ହୋଇପାରୁ ନାହିଁ। ଦେଶ ସ୍ୱାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ଭାରତରେ ପରାଧୀନ ଭାବେ ଅଭିଶପ୍ତ ଜୀବନ ବିତାଉଛନ୍ତି…

ଚାଷୀଙ୍କୁ କ୍ଷତିପୂରଣ ଓ ୨ ଶହ ଦିନର ନିଶ୍ଚିତ କର୍ମ ଦେବା ଦାବିରେ ରଇତ କୁଲି ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ଆର,ଉଦୟଗିରି (ମନୋଜ ପାଢୀ):ଗଜପତି ଜିଲ୍ଲା ରଇତ କୁଲି ସଙ୍ଘ ପକ୍ଷରୁ ସ୍ଥାନୀୟ ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଅଦିନିଆ ଲଗାଣ ବର୍ଷା ଯୋଗୁ ଫସଲହାନୀର ସମ୍ମୁଖୀନ ହୋଇଥିବା ଚାଷୀ ଓ ଭାଗଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ଓ ଅନ୍ୟ ଆନୁସଙ୍ଗିକ ସହାୟତା ଯୋଗାଇ ଦେବା ଦାବି…

ଗଜପତି ଏଏସପିଙ୍କ ପିଏସଓ ଗୁଳିରେ ହୋମଗାର୍ଡ ଗୁରୁତର

ଆର,ଉଦୟଗିରି(ମନୋଜ ପାଢୀ) :ଗଜପତି ଜିଲ୍ଲାର ଅତିରିକ୍ତ ଏସ୍‌ପି ପିଏସଓଙ୍କ ଗୁଳିରେ ହୋମ-ଗାର୍ଡ ଆହତ ହୋଇଥିବା ଜଣାଯାଇଛି. ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଥିବା ଏସ୍‌ପି ଅଫିସ ପରିସରରେ ଏହି ଘଟଣାଟି ଘଟିଛି. ଗୁରୁତର ଅବସ୍ଥାରେ ହୋମ-ଗାର୍ଡ ଙ୍କୁ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି…

ବାସ ବେଶୀ ନୁହେଁ ଗୋଟାଏ ମାସ ଏମିତି ଖାଆନ୍ତୁ କିସମିସ, ଦେଖିବେ ଚମକିବ ତ୍ୱଚା

ଭୁବନେଶ୍ୱର,ଏସଏମପି:- ଶରୀରକୁ ସୁସ୍ଥ ରଖିବା ପାଇଁ ଅନେକ ଘରୋଇ ସରଳ ଉପାୟ ରହିଛି । ତେବେ ସରଳ ଉପାୟ ମଧ୍ୟରୁ ଗୋଟିଏ ଉତ୍ତମ ବିକଳ୍ପ ହେଉଛି, କିଶ୍‌ମିଶ୍‌ ପାଣି । ଏହା ଶରୀର ପାଇଁ ବରଦାନରୁ କମ୍‌ ନୁହେଁ । ଆୟୁର୍ବେଦ ଅନୁଯାୟୀ, ନିୟମିତ ସକାଳେ ଖାଲି ପେଟରେ କିଶ୍‌ମିଶ୍‌ ପାଣି ପିଇବା…

ଡି.ଆର୍.ଆଇ୍. ଋଣ ପ୍ରଦାନ ସଂକ୍ରାନ୍ତରେ ଆଲୋଚନା ଚକ୍ର

ଛତ୍ରପୁର(ଡି.ଆଇ.ପି.ଆର.ଓ) :-- ଡି.ଆର୍.ଆଇ. ଋଣ ପ୍ରଦାନ ସଂକ୍ରାନ୍ତରେ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲାପରିଷଦସ୍ଥ ଜଉଗଡ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁ ବ୍ୟକ୍ତିଙ୍କର ବାର୍ଷିକ ଆୟ ସହରାଞ୍ଚଳରେ ୨୪ ହଜାର…
error: Content is protected !!