ବିଶ୍ଵକର୍ମା ସମାଜର ଗଞ୍ଜାମ ଜିଲ୍ଲା ସ୍ତରୀୟ ସାଧାରଣ ବୈଠକ
ପୁରୁଷୋତ୍ତମପୁର(ପ୍ରସନ୍ନ କୁମାର ଦାଶ)- ଜିଲ୍ଲା ସ୍ତରୀୟ ବିଶ୍ଵକର୍ମା ସମାଜର ବାର୍ଷିକ ସଧାରଣ ଅଧିବେଶନ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଟିତ ହୋଇଯାଇଛି । ପୂର୍ବଖଣ୍ଡ ତାଳୁକା ରାଜଶ୍ରୀ କୃଷ୍ଣ ମହାରଣାଙ୍କ ସଂଯୋଜନାରେ ଆୟୋଜିତ ଅଧିବେଶନରେ ଜିଲ୍ଲା!-->…