ମଠ ମହନ୍ତଙ୍କ ପାଖକୁ ଫେରିବ ମଠ ପରିଚାଳନା କ୍ଷମତା

ଖୋର୍ଦ୍ଧ(ସଞ୍ଜୀବ କୁମାର):-ମଠ ମହନ୍ତଙ୍କ ପାଖକୁ ଫେରିବ ମଠ ପରିଚାଳନା କ୍ଷମତା । ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସହ ବିଭିନ୍ନ ମଠ ମହନ୍ତଙ୍କ ସହ ଆଲୋଚନା ପରେ ସରକାର ଏନେଇ ନିଷ୍ପତ୍ତି ନେବାକୁ ଯାଉଥିବା କହିଛନ୍ତି ଆଇନମନ୍ତ୍ରୀ ।

You might also like
error: Content is protected !!