ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ କେ.ଏନ.ପୁର ସେବା ସମବାୟ ସମିତିର ଧାନ ମଣ୍ଡି ଉଦ୍ ଘାଟନ
ପୁରୁଷୋତ୍ତମପୁର(ପ୍ରସନ୍ନ କୁମାର ଦାଶ):-ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେ.ଏନ.ପୁର ପଞ୍ଚାୟତ ରେ ଥିବା ସେବା ସମବାୟ ଧାନ ମଣ୍ଡି କୁ ଖଲ୍ଲିକୋଟ ବିଧାୟକ ପୁର୍ଣ ଚନ୍ଦ୍ର ସେଠୀ ଉଦଘାଟନ କରିଛନ୍ତି |
ଉତ୍ସବ ରେ ବିଧାୟକ ଶ୍ରୀ ପୁର୍ଣ୍ଣଚନ୍ଦ୍ର ସେଠୀ ଙ୍କ ସହ ପୁରୁଷୋତ୍ତମପୁର ବ୍ଳକ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ, ତହସିଲଦାର ବିନୋଦ କୁମାର ବେହେରା, , ବିଜେପି ନେତା ଅରୁଣ କୁମାର ପଣ୍ଡା, କେ ଏନ ପୁରସମବାୟ ସଭାପତି ରବିନ୍ଦ୍ର କୁମାର ବେହେରା ଛତ୍ରପୁର ସମବାୟ ସହ ନିବନ୍ଧକ, ସମବାୟ ସମିତି ସଭାପତି, ସହ ପୁରୁଷୋତ୍ତମପୁର ବ୍ଲକ ଯୋଗାଣ ଅଧିକାରୀ ନୀଳିମା ମହାନ୍ତି ଙ୍କ ସହ କେ ଏନ ପୁର ଗ୍ରାମର ଅନେକ ସମବାୟ ସଦସ୍ୟ, ଚାଷୀ,ସହ ଯୋଗ ଦେଇ ରାଜ୍ୟ ସରକାରଙ୍କ ଧାନ ମଣ୍ଡି ର ସୁବିଧା ନେବାପାଇଁ ଚାଷିଙ୍କୁ ସଚେତନତା କରିଥୁଲେ |