ନୂଆଗଡ ବ୍ଲକ ଖଜୁରୀପଦା ଶଶୀ ମେଡିକାଲ ଷ୍ଟୋର ଠାରେ ତିନି ଜଣିଆ ଟିମ ଚଡାଉ ।

ଆର,ଉଦୟଗିରି,(ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲାର ନୂଆଗଡ ବ୍ଲକ ଅନ୍ତର୍ଗତ ଖଜୁରୀପଦା ରେ ଥିବା ଶଶୀ ମେଡିକାଲ ଷ୍ଟୋର ଉପରେ ଡ୍ରଗ୍ସ ଇନିସ୍ପେକଟର ଙ୍କ ଅଚାନକ ଚଢ଼ାଉ l ଶଶୀ ମେଡିକାଲ ଷ୍ଟୋର ରେ sample ମେଡ଼ିସିନ ଖୁଲମ ଖୁଲା ବିକ୍ରି କରୁଥିବାର ଖବର ପାଇ ଖଜୁରୀପଦା ପୋଲିସର ସହାୟତା ରେ…

ଗ୍ରାହକ ଅସନ୍ତୋଷ ଦେଖିବାକୁ ମିଳିଛି କେନ୍ଦ୍ରୀୟ ସରକାରଙ୍କ ଭାରତୀୟ ଡାକ ସେବା ବ୍ରହ୍ମପୁର ଠାରେ

କନିଶି,(ଶ୍ରୀକାନ୍ତକୁମାର ସାହୁ):- ଗଞ୍ଜାମ ଜିଲ୍ଲା ର ମୁଖ୍ୟ ପୋଷ୍ଟ ଅଫିସ କାର୍ଯ୍ୟାଳୟ ବ୍ରହ୍ମପୁର ଠାରେ ଗ୍ରାହକଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି। ସବୁବେଳେ ଏହି ଡିପାର୍ଟମେଣ୍ଟ ରେ ଲିଙ୍କ ଫେଲ୍ କିମ୍ବା କେତେବେଳେ ଅଫିସର ମାନଙ୍କର ମନ ମୁଖି କାର୍ଯ୍ୟ। ଗୋଟେ ଗ୍ରାହକ ଯଦି ପୋଷ୍ଟ ଅଫିସ୍‌…

ବ୍ରହ୍ମପୁର: ମୁଖ୍ୟ ପୋଷ୍ଟ ଅଫିସ କାର୍ଯ୍ୟାଳୟରେ ଗ୍ରାହକଙ୍କ ଅସନ୍ତୋଷ

ବ୍ରହ୍ମପୁର,(ଏସଏମପି ): ଗଞ୍ଜାମ ଜିଲ୍ଲା ର ମୁଖ୍ୟ ପୋଷ୍ଟ ଅଫିସ କାର୍ଯ୍ୟାଳୟ ବ୍ରହ୍ମପୁର ଠାରେ ଗ୍ରାହକଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି। ସବୁବେଳେ ଡିପାର୍ଟମେଣ୍ଟ ରେ ଲିଙ୍କ ଫେଲ୍ କିମ୍ବା କେତେବେଳେ ଅଫିସର ମାନଙ୍କର ମନ ମୁଖି କାର୍ଯ୍ୟ। ଗୋଟେ ଗ୍ରାହକ ଯଦି ପୋଷ୍ଟ ଅଫିସ୍‌ କୁ…

ଆସନ୍ତୁ ଜାଣିବା ଧାନ ଫସଲ ନଷ୍ଟ ହେବା ଏବଂ ମହାମାରୀ ଆସିବାର କାରଣ !

କନିସି(ଶ୍ରୀକାନ୍ତ କୁମାର ସାହୁ) :ଧାନ ଫସଲ ନଷ୍ଟ ହେବା ଏବଂ ମହାମାରୀ ଆସିବାର କାରଣ କଣ ଆପଣମାନେ ଜାଣନ୍ତିସମସ୍ତେ ଜାଣିଥିବେ ଯେ ଏହି ବର୍ଷ ଓଡ଼ିଶାରେ ଧାନ ଚାଷ ଲଘୁଚାପ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଯାଇଥିବାରୁ ଚାଷୀ ମାନେ ବହୁତ ଦୁଃଖରେ ଅଛନ୍ତି। ତାହା ସହିତ ଏବେ ନୁଆ HMPV ଭାଇରସ ଆସୁଛି…

ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନରେ ମକର ପର୍ବ ପାଳନ

ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ)):-ଅଦ୍ୟ ଦିବା 11 ଘଟିକା ରେ ଅନୁଷ୍ଠାନ ପରିଷର ରେ ମହା ଆଡମ୍ବର ରେ ମକର ମିଳନ ପର୍ବ ପାଳିତ ହୋଇ ଯାଇଛି l ଉକ୍ତ ପର୍ବରେ ଆଡପଡା ଉଚ୍ଚ ବିଦ୍ୟାଳୟ ର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପଣ୍ଡିତ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ଚର୍ଚ୍ଚି ଏବଂ ସ୍ଥାନୀୟ…

ଶିବାନନ୍ଦ କୋଚିଙ୍ଗ ସେଣ୍ଟର ରେ ମକର ପୁଜା ,

ପୁରୁଷୋତ୍ତମପୁର(ପରସନ୍ନ କୁମାର ଦାଶ):- ପୁରୁଷୋତ୍ତମପୁର ସହର ରେ ଥିବା ଶିବାନନ୍ଦ କୋଚିଙ୍ଗ ସେଣ୍ଟର ରେ ମକର ସଂକ୍ରାନ୍ତି ପର୍ବ ଉପଲକ୍ଷେ, ଆଜି ସକାଳେ ଶିକ୍ଷକ କେ ବାବୁ ରାଓ ଙ୍କ ତତ୍ବାବଧାନରେ, ସମସ୍ତ ଛାତ୍ର, ଛାତ୍ରୀ ଙ୍କ ଉପସ୍ଥିତି ରେ ବିଦ୍ୱାନ ପଣ୍ଡିତ ମାନଙ୍କ ଦ୍ୱାରା ହନୁମାନ…

ନୀଳମାଧଵଙ୍କ ସୁନାବେଶ ଦର୍ଶନ ସହ ଭଜନ ସମାରୋହକୁ ଉଦଘାଟନ କଲେ ପରିବହନ ମନ୍ତ୍ରୀ 

ନୟାଗଡ(ପ୍ରଭାକର ଶିରୋମଣି,୧୪/୧)::-ପବିତ୍ର ପୁଷ୍ୟାଭିଷେକ ଉପଲକ୍ଷେ ସୁନା ବେଶରେ ସଜ୍ଜିତ ହୋଇଥିବା କଣ୍ଟିଲୋ ବିଜେ ଶ୍ରୀ ଶ୍ରୀ ନୀଳମାଧଵ ଜୀଉଙ୍କୁ ଓଡିଶା ରାଜ୍ୟ ମାନ୍ୟବର   ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା ସୋମବାର ଦର୍ଶନ କରି ପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଥିଲେ…

ମରଶରୀର ଏମକେସିଜିକୁ ଦାନ

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ବିଶିଷ୍ଟ କୃଷକ ତଥା ସିପିଏମ ବରିଷ୍ଠ ନେତା ଜଗନ୍ନାଥ ମିଶ୍ରଙ୍କର ମରଶରୀର ବଡ ମେଡିକାଲ କଲେଜକୁ ଦାନ କରାଯାଇଛି। ମରଶରୀରକୁ ସିପିଏମ ଜିଲ୍ଲା କାର୍ଯ୍ୟାଳୟକୁ ନିଆଯାଇଥିଲା।ସେଠାରେ ଶୋକାକୁଳ ପରିବେଶ ମଧ୍ୟରେ ସିପିଏମ କର୍ମୀ ,ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ,…

ରାଜ୍ୟରେ ହାଡ଼ଭଙ୍ଗା ଅସହ୍ଯ ଶୀତ

କାନିସି,(ଶ୍ରୀକାନ୍ତକୁମାରସାହୁ):- ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଠାରୁ ସାରା ରାଜ୍ୟ କୁ ଥରାଉଛି ଅସହ୍ଯ ଶୀତ ଏବଂ କୁହୁଡି। ଭିସଣ ଶୀତ ରୁ ରକ୍ଷା ପାଇବା ପାଇଁ ଏବଂ ନିଜ ଶରୀରକୁ ସୋଫା ରଖିବା ପାଇଁ ଏହି ସବୁ କାର୍ଯ୍ୟ କରିବା ଉଚିତ୍।ଶୀତ ଦିନରେ ନାନା ପ୍ରକାର ସମସ୍ୟା ଦେଖାଯାଇଥାଏ…

୩୪ତମ ରାଜ୍ୟ ଭାବେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କଲା ଓଡ଼ିଶା

ଭୁବନେଶ୍ୱର,(ପି.ଆଇ.ବି):- କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନ୍.ଏଚ୍.ଏ.) ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହିତ ଏକ ବୁଝାମଣା ପତ୍ର (ଏମ୍.ଓ.ୟୁ.) ସ୍ୱାକ୍ଷର କରିବା ପରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା…
error: Content is protected !!