ଶିବାନନ୍ଦ କୋଚିଙ୍ଗ ସେଣ୍ଟର ରେ ମକର ପୁଜା ,

ପୁରୁଷୋତ୍ତମପୁର(ପରସନ୍ନ କୁମାର ଦାଶ):- ପୁରୁଷୋତ୍ତମପୁର ସହର ରେ ଥିବା ଶିବାନନ୍ଦ କୋଚିଙ୍ଗ ସେଣ୍ଟର ରେ ମକର ସଂକ୍ରାନ୍ତି ପର୍ବ ଉପଲକ୍ଷେ, ଆଜି ସକାଳେ ଶିକ୍ଷକ କେ ବାବୁ ରାଓ ଙ୍କ ତତ୍ବାବଧାନରେ, ସମସ୍ତ ଛାତ୍ର, ଛାତ୍ରୀ ଙ୍କ ଉପସ୍ଥିତି ରେ ବିଦ୍ୱାନ ପଣ୍ଡିତ ମାନଙ୍କ ଦ୍ୱାରା ହନୁମାନ ଚାଳିଶା ଏଵଂ ମକର ଚାଉଳ ପ୍ରସ୍ତୁତି କରାଯାଇଥିଲା। ହନୁମାନ ଚାଳିଶା ସରିଲା ପରେ ଠାକୁରଙ୍କୁ ଆରତ୍ରୀ ଓ ପୁଷ୍ପାଞ୍ଜଳି ଡିଆ ଯାଇଥିଲା | ସମସ୍ତ ଛାତ୍ର, ଛାତ୍ରୀ ଏହି ନୂଆଁ ବର୍ଷ ର ଏହି ମକର ପୁଜା ଉତ୍ସବ ସହିତ ସମସ୍ତ ଜନତା, ଛାତ୍ର ଛାତ୍ରୀ ଙ୍କ ମଙ୍ଗଳ କାମନା ପାଇଁ ସମସ୍ତେ ପାର୍ଥନା କରି ଥିଲେ | ଶେଷରେସମସ୍ତ ଛାତ୍ର,ଛାତ୍ରୀ ମାନଙ୍କୁ ପ୍ରସାଦ ବଣ୍ଟନ କରା ଯାଇଥିଲା।

You might also like
error: Content is protected !!