ଆସନ୍ତୁ ଜାଣିବା ଧାନ ଫସଲ ନଷ୍ଟ ହେବା ଏବଂ ମହାମାରୀ ଆସିବାର କାରଣ !

କନିସି(ଶ୍ରୀକାନ୍ତ କୁମାର ସାହୁ) :ଧାନ ଫସଲ ନଷ୍ଟ ହେବା ଏବଂ ମହାମାରୀ ଆସିବାର କାରଣ କଣ ଆପଣମାନେ ଜାଣନ୍ତି
ସମସ୍ତେ ଜାଣିଥିବେ ଯେ ଏହି ବର୍ଷ ଓଡ଼ିଶାରେ ଧାନ ଚାଷ ଲଘୁଚାପ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଯାଇଥିବାରୁ ଚାଷୀ ମାନେ ବହୁତ ଦୁଃଖରେ ଅଛନ୍ତି। ତାହା ସହିତ ଏବେ ନୁଆ HMPV ଭାଇରସ ଆସୁଛି । କିନ୍ତୁ ଏ ସବୁର କାରଣ ହେଲା ରଥଯାତ୍ରା ସୋମୟରେ ଗୋଟିଏ ଘଟଣା ବିସୟରେ ନିଶ୍ଚିତ ଶୁଣିଥିବେ ପୁରୀରେ ବଳଭଦ୍ର ବଡ ଠାକୁର ରଥରୁ ପଡ଼ିଯିବା ଘଟଣା ଯୋଉଥି ପାଇଁ ଶ୍ରୀମଦ୍ ଭଗବତ ଗୀତା ରେ ଲେଖା ଅଛି “ମହାଭୟ” ନୃପସ୍ୟାପି ରାଜ୍ୟସ୍ୟାପି ଇବେର୍ଦୁବମ୍ । ଦୁର୍ଭିକ୍ଷ ମରଣ” ଚୈବ ଜାୟତେ ଚ ପୁନଃ ପୁନଃ ॥४४ ହେ ରାଜା ! ଅସାବଧାନତା ହେତୁ ଯଦି ଜଗନ୍ନାଥ, ବଳଭଦ୍ର କିମ୍ବା ସୁଭଦ୍ରା ତଳେ ପଡ଼ିଯାଆନ୍ତି ତେବେ ରାଜାଙ୍କର ଏବଂ ରାଜ୍ୟର ମହା ଅନିଷ୍ଟ ହେବ । ଦୁର୍ଭିକ୍ଷ ପଢିବ। ମହାମାରୀ ବାରମ୍ବାର ହେବ ଏବେ ଦେଖନ୍ତୁ ସେହି ଗୀତା କଥା ସତ ହୋଇସାରିଛି ରାଜ୍ୟ ରେ ଧାନ ଫସଲ ନଷ୍ଟ ଏବଂ ମହାମାରୀ ଆସି ସାରିଛି ଏ ସବୁ କୌଣସି ବର୍ଷା କିମ୍ବା ଚାଇନା ର ଦୋଷ ନୁହେଁ ଏଇଟା କଳିଯୁଗ ର ପାପର ଭାର ବଢ଼ିଥିବାରୁ ଏହି ସବୁ ଘୋଟିଛି ମହାପ୍ରଭୁ ଜଗ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଏହି ମହାମାରୀ ସମସ୍ୟ ରୁ ରାଜ୍ୟକୁ ରକ୍ଷା କରନ୍ତୁ ଏବଂ ସାହା ଭରସା ହୁଅନ୍ତୁ ।

You might also like
error: Content is protected !!