ନୂଆଗଡ ବ୍ଲକ ଖଜୁରୀପଦା ଶଶୀ ମେଡିକାଲ ଷ୍ଟୋର ଠାରେ ତିନି ଜଣିଆ ଟିମ ଚଡାଉ ।

ଆର,ଉଦୟଗିରି,(ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲାର ନୂଆଗଡ ବ୍ଲକ ଅନ୍ତର୍ଗତ ଖଜୁରୀପଦା ରେ ଥିବା ଶଶୀ ମେଡିକାଲ ଷ୍ଟୋର ଉପରେ ଡ୍ରଗ୍ସ ଇନିସ୍ପେକଟର ଙ୍କ ଅଚାନକ ଚଢ଼ାଉ l ଶଶୀ ମେଡିକାଲ ଷ୍ଟୋର ରେ sample ମେଡ଼ିସିନ ଖୁଲମ ଖୁଲା ବିକ୍ରି କରୁଥିବାର ଖବର ପାଇ ଖଜୁରୀପଦା ପୋଲିସର ସହାୟତା ରେ ଆଜି ଡ୍ରଗ୍ସ ଇନସିପେକ୍ଟରଙ୍କ ସମତେ ତିନିଜଣିଆ ଟିମ ଶଶୀ ମେଡିକାଲ ଷ୍ଟୋର ଉପରେ ହଟାତ ଚଡାଉ କରି ତନାଘନା କରିଥିଲା l ପାଖାପାଖି ଚାରି ଘଣ୍ଟା କାଳ ତନାଘନା କରିଥିଲା ଡ୍ରଗ୍ସ ଭିଭାଗ କିନ୍ତୁ ଏଠି ପ୍ରଶ୍ନ ଉଠୁଛି କି କାହିଁକି ଏହି ଭଳି ଘଟଣା ଦେଖିବାକୁ ମିଳୁଛି ଗଜପତି ଜିଲ୍ଲାରେ କାହିଁକି ସରଳ ଲୋକଙ୍କ ବିଶ୍ବlସ ରେ ବିଷ ଦେଲା ଭଳି କାର୍ଯ୍ୟ କରୁଛନ୍ତି? କିଛି ପଇସା ଲୋଭରେ ଶଶୀ ମେଡିକାଲ ଷ୍ଟୋରର ମlଳିକ ଲୋକଙ୍କ ଜୀବନ ସହିତ ଖେଳିବା କଣ ଠିକ?? ଏମିତି କେତେଯେ ସାମ୍ପଲ ମେଡ଼ିସିନ ଆଗରୁ ଦେଇ ନ ଥିବେ କି?? ତାର ପର୍ଦାଫାଶ କରିବ ତ ଡ୍ରଗ୍ସ ବିଭାଗ?l ଏମିତି ଏନେକ ପ୍ରଶ୍ନ ଓ ସଦେହ ଘେରରେ ବର୍ତ୍ତମାନ ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ lଏପଟେ ଡ୍ରଗ୍ସ ଇନସିପେକ୍ଟର ଶ୍ରୀ ପ୍ରସନ୍ନ କୁମାର ମଳିକ କହିଛନ୍ତି କି ଅନେକ ସାମ୍ପୁଲ ମେଡ଼ିସିନ କୁ ଜବତ କରାଯlଇଛି ଏବଂ ଶଶୀ ମେଡିକାଲ ଷ୍ଟୋର ଲାଇସେନ୍ସ ରଦ୍ଦ କରିବା ପାଇଁ ମଧ୍ୟ୍ୟ କୋର୍ଟ ରେ କେଶ କରାଯିବl ନେଇ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି lନୂଆଗଡ ବ୍ଲକ ଖଜୁରୀପଦା ଶଶୀ ମେଡିକାଲ ଷ୍ଟୋର ଠାରେ ତିନି ଜଣିଆ ଟିମ ଚଡାଉ । ଏହି ଘଟଣା କୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରିବା ସହିତ ଜୀବନ ସହିତ ଖେଳ ଭାବୁ ଥିବା ଘଟଣା କୁ ଆଦୌ ପ୍ରଶ୍ରୟ ଦିଆଯିବା କଥା ନାହିଁ ବୋଲି ଆଲୋଚନା ଜୋର ଧରିଛି l ତେବେ ଏହି ଘଟଣା ପରେ ଜିଲ୍ଲାର ଡ୍ରଗ୍ସ ଅଧିକାରୀ ଶଶୀ ମେଡିକାଲ ଷ୍ଟୋର ର ମାଲିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ଅନ୍ୟ ମେଡିକାଲ ଷ୍ଟୋର ମାନଙ୍କୁ ଯଞ୍ଜ ର ପରିସର ଭୁକ୍ତ କରିବେ ନା ଏହିଭଳି ଘଟଣା ଆଉ ଅନ୍ୟ କୌଣସି ମେଡିକାଲ ଷ୍ଟୋର ରୁ ଦେଖିବାକୁ ମିଳିବ ତାହା ଦେଖିବାକୁ ବାକି ରହିଲା l

You might also like
error: Content is protected !!