ମେଗା ରକ୍ତଦାନ ଶିବିର

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ସର୍ବଭାରତୀୟ ଔଷଧ ବ୍ୟବସାୟୀ ସଂଘ ଏଆଇଓସିଡିର ଗୋଲ୍ଡେନ ଯୁବୁଲି ଓ ଜାତୀୟ ସଭାପତି ଜଗନ୍ନାଥ୍ ସିନ୍ଦେଜିଙ୍କ ୭୫ ବର୍ଷ ପୂର୍ତ୍ତି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା l ରାଜ୍ୟ ଔଷଧ ବ୍ୟବସାୟୀ ସଂଘ ୟୁସିଡ଼ିଏର ଆହ୍ଵାନ କ୍ରମେ ଗଂଜାମ ଔଷଧ ବ୍ୟବସାୟୀ ସଂଘ…

ବାଲିଗୁଡା ରୁ ୪ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି କୁନି ଶିବାନ୍ସ

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)ବାଲିଗୁଡା ଇଲେଟ୍ରିସାହି ରେ ରୁହନ୍ତି ବାପା କୃଷ୍ଣଚନ୍ଦ୍ର ମହାରଣା,ମାତା ଶିବାନୀ ମହାରଣା ଓ ଶିଶୁ ଶିବାନ୍ସ ବୟସ ମାତ୍ର 4ବର୍ଷ 2 ମାସ ଯେଉଁ ବୟସ ରେ ସେ ଖେଳକୁଦ କରିବା କଥା ସେହି ବୟସ ସେ ପାଇଛନ୍ତି ଅନେକ ପ୍ରଂଶସା |ଶିଭାନ୍ସ ର ପିତା ମାତା ବାଲିଗୁଡା…

କାଳଞ୍ଜି ସମାଜର ନୂତନ କମିଟି ଗଠନ

କୁକୁଡ଼ାଖଣ୍ଡି(ଇ.ରଞନ):-କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ରୋହିଗାଁ ଗ୍ରାମରେ ଓଡ଼ିଆ ଖଣ୍ଡାୟତ କାଳଞ୍ଜି ସମାଜର ନୂତନ କମିଟି ଗଠନ ଗୁରୁବାରଦିନ ରୋହୀଗାଁ କଲ୍ୟାଣ ମଣ୍ଡପ ଠାରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସଭାପତି ରୂପେ ବାଳକୃଷ୍ଣ ଜେନାଙ୍କୁ ଚୟନ…

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ପ୍ଯାରେଡ୍ ଅଭ୍ଯାସ

ବୁଗୁଡା ,୨୪/୦୧(ସୋରେନ କୁମାର ପ୍ରଧାନ): ଚଳିତ ବର୍ଷ ବୁଗୁଡ଼ା ଏନଏସି ଏବଂ ଶ୍ରୀକର ଭଞ୍ଜ ଓପନ୍ ୟୁନିଟ ମିଳିତ ଆନୁକୁଲ୍ୟରେ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳନ ହେବାକୁ ଯାଉଥିବା ବେଳେ ସେହି ଉପଲକ୍ଷେ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ…

ନିରାକାରପୁର ରେଳବାଇ ଷ୍ଟେସନରେ “ସ୍ଵତନ୍ତ୍ର ଟିକେଟ୍ ଯାଞ୍ଚ ଅଭିଯାନ

ଖୋର୍ଦ୍ଧା(ସଞ୍ଜୀବ କୁମାର): ଟ୍ରେନ୍ ମାଧ୍ୟମରେ ଟିକେଟ୍ ବିହୀନ ଏବଂ ଅନିୟମିତ ଟିକେଟ୍ ଯାତ୍ରାକୁ ରୋକିବା ପାଇଁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ୱାରା, ନିରାକାରପୁର ରେଳବାଇ ଷ୍ଟେସନ ରେ ଏକ ସ୍ଵତନ୍ତ୍ର ଟିକେଟ୍ ଯାଞ୍ଚ କରଯାଇଥିଲା। ଶ୍ରୀ ଏସ୍ ହୋରୋ, ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ, ବାଣୀଜ୍ୟ…

ଆତ୍ମ ସୁରକ୍ଷା ଶିବିର କାର୍ଯ୍ୟକ୍ରମ ଉଦଯାପିତ 

 ନୟାଗଡ଼(ପ୍ରଭାକର ଶିରୋମଣି),୨୪/୧):-ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଛାତ୍ରୀ  ମାନଙ୍କର ଆଠ ଦିନ  ବ୍ୟାପୀ ତାଲିମ ପ୍ରଦାନ କରାଯାଇଥିବା ଆତ୍ମ ସୁରକ୍ଷା କୌଶଳ  ଶିବିର ଆଜି ୨୪ ତାରିଖରେ ଉଦଯାପିତ  ହୋଇ ଯାଇଛି l ଏହି ଶିବିର କୁ କଲେଜ…

ଅଡବା ପୋଲିସକୁ ବଡ ସଫଳତା

ଆର,ଉଦୟଗିରି (ମନୋଜ କୁମାର ପଢୀ) - କିଛିଦିନ ଧରି ଗଜପତି ଜିଲ୍ଲାରେ ଅପରେସନ ଗ୍ରୀନ କ୍ଲିନ ମାଧ୍ୟମରେ କୋଟି କୋଟି ତାଙ୍କର ଗଂଜେଇ ଗଛ ନଷ୍ଟ କରାଯାଉଥିବାବେଳେ, ଆଜି ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଅଂଚଳରେ ଏକ ଗଂଜେଇ ଚାଲାଣକୁ ଧରିବାରେ ସଫଳ ହୋଇଛି ଅଡବା ପୋଲିସ , ଗଜପତି ଆରକ୍ଷୀ ଅଧିକ୍ଷକ…

ତାରାତାରିଣୀ ମହାବିଦ୍ୟାଳୟର ୪୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପୁରୁଷୋତ୍ତମପୁର(ପ୍ରସନ୍ନ କୁମାର ଦାଶ):-ତାରାତାରିଣୀ ମହା ବିଦ୍ୟାଳୟ ର 46 ତମ ବାର୍ଷିକ ଉତ୍ସବ କଲେଜ ର ଅଧକ୍ଷ ତଥା ସଭାପତି ଡ଼ଃ ସୁରେନ୍ଦ୍ର ନାଥ ପଣ୍ଡାଙ୍କ ପୌରହିତ୍ୟ ରେ ଆରମ୍ଭ କରାଯାଇ ଥିଲା | ମୁଖ୍ୟ ଅତିଥିଭାବେ ଖଲ୍ଲିକୋଟ ବିଧାୟକ ପୁର୍ଣ ଚନ୍ଦ୍ର ସେଠୀ,ମଞ୍ଚାସିନ ରହିଥିଲା ବେଳ ଅତିଥି…

ତ୍ରିନାଥ ଦେବଙ୍କ ବାର୍ଷିକ ଉତ୍ସବ 

ନୟାଗଡ(ପ୍ରଭାକର ଶିରୋମଣି ) ୨୪ l ୧ ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଅଧୀନରେ ଥିବା  କଣ୍ଟିଲୋ ଫାଣ୍ଡି ପରିସରରେ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ତ୍ରୀନାଥ ଦେବ ଙ୍କର ଚତୁର୍ଦଶ ବାର୍ଷିକ ଉତ୍ସବ ଆଜି ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି l ଏହି ଅବସରରେ ଫାଣ୍ଡି ପରିସରରେ ପ୍ରତିଷ୍ଠିତ ଠାକୁର ଙ୍କ ହୋମ…

ମାଣ୍ଡିଆପଲ୍ଲୀ ସ୍ବେଚ୍ଛାସେବୀ ସଂଗଠନ ଆନୁକୂଲ୍ଯରେ ସୁବାଷ ବୋଷ ଜୟନ୍ତୀ ପାଳିତ

ବ୍ରହ୍ମପୁର,:-ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲୀ ସୁବାଷ ବୋଷ ସ୍ବେଚ୍ଛାସେବୀ ସଂଗଠନ ଆନୁକୂଲ୍ଯରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 128 ତମ ଜୟନ୍ତୀ ମହୋତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି।ଗ୍ରାମର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସଂଗଠିତ…
error: Content is protected !!