ମାଣ୍ଡିଆପଲ୍ଲୀ ସ୍ବେଚ୍ଛାସେବୀ ସଂଗଠନ ଆନୁକୂଲ୍ଯରେ ସୁବାଷ ବୋଷ ଜୟନ୍ତୀ ପାଳିତ

ବ୍ରହ୍ମପୁର,:-ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲୀ ସୁବାଷ ବୋଷ ସ୍ବେଚ୍ଛାସେବୀ ସଂଗଠନ ଆନୁକୂଲ୍ଯରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 128 ତମ ଜୟନ୍ତୀ ମହୋତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି।ଗ୍ରାମର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସଂଗଠିତ…

ନେତାଜୀ ସୁବାଷ ବୋଷ ବିଦ୍ୟାଳୟ ରେ କୁଟିଆ କନ୍ଧ ସଂଗ୍ରହା ଲୟ ଉଦଘାଟିତ

ତୁମୁଡିବନ୍ଧ(ସୁକାନ୍ତ କୁମାର ତ୍ରିପାଠୀ)ତୁମୁଡିବନ୍ଧ ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକୀ ଉଛବ ମହାସମାରୋହରେ ପାଳିତ ହୋଇଯାଇଛି ଏହି ଅବସରରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ଦ୍ୱାରା କୁଟିଆ କନ୍ଧ ସଂଗ୍ରହାଲୟ ର ଶୁଭ ଉଦଘାଟନ ହୋଇଯାଇଛି | ବିଦ୍ୟାଳୟ…

ଅଡବା ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ଆର,ଉଦୟଗିରି(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଅଡବା ସରକାରୀ ଉଚ୍ଚ ବିଦ୍ୟାଳୟରେ ମହାଆଡମ୍ବର ସହ ବାର୍ଷିକ ଉତ୍ସବ ପାଳିତ ହୋଇଅଛି l ଏଥିରେ ମୁଖ୍ୟ ଅତିଥିଭାବେରେ ନିରଞ୍ଜନ ସାହୁ ହରଭାଙ୍ଗି ଜଳ ବିଭାଗର ସହକାରୀ ଯନ୍ତ୍ରୀ,ମୁଖ୍ୟବକ୍ତା ନରେନ୍ଦ୍ର କୁମାର ବେହେରା…

ଚନ୍ଦ୍ରଗିରି ଆଞ୍ଚଳିକ ଉନ୍ନୟନ ପରିଷଦ ପକ୍ଷରୁ ନୂତନ ବ୍ଲକ ଗଠନ ନିମନ୍ତେ କାର୍ଯ୍ୟକାରିଣୀ ବୈଠକ

ଆର,ଉଦୟଗିରି(ମନୋଜ କୁମାର ପାଢୀ)-: ଏହି ବୈଠକ ରେ ଯୁବ ସରପଞ୍ଚ ଜିଖରୀୟ ମାଝୀ ଙ୍କ ସଭାପତିତ୍ବରେ 10 ନମ୍ବର ଜୋନ ର 13 ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ ସମସ୍ତ ସମିତି ତଥା ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ବୁଦ୍ଧି ଯିବି ଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଚନ୍ଦ୍ରଗିରି…

ସରସ୍ବତୀ ଶିଶୁମନ୍ଦିରରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାଶ)ତ:- ପୁରୁଷୋତ୍ତମପୁର ସରସ୍ବତୀ ଶିଶୁ ମନ୍ଦିର ପରିସରରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି |ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆଙ୍କ ତତ୍ତ୍ବବଧାନ ରେ ଶ୍ରୀମତୀ କବିତା କୁମାରୀ ସାହୁ…

ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚବିଦ୍ୟାଳୟରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କ ଜୟନ୍ତୀ…

ଆର,ଉଦୟଗିରି(ମନୋଜ କୁମାର ପାଢୀ,23/01):- ରିଖ ଗୁରୁବାର ଦିନ ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚବିଦ୍ୟାଳୟ ପରିସରରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି | ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀବୃନ୍ଦ…

ବିଭିନ୍ନ ଶିକ୍ଷାନୁଷ୍ଠାନରେ ନେତାଜୀ ଜୟନ୍ତୀ ପାଳିତ

ବୁଗୁଡା ,୨୩/୦୧(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାରେ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ପ୍ରଧାନାଚାର୍ଯ୍ୟ ଆଟଲ୍ ଲିଙ୍ଗରାଜଙ୍କ ପୌରହିତ୍ଯରେ ଅନୁଷ୍ଠିତ ନେତାଜୀ ଜୟନ୍ତୀ ପାଳନ…

ମୋଟାବାଡି ଗ୍ରାମରେ ଜନଶୁଣାଣୀ,ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବୁଗୁଡ଼ା,୨୩/୦୧(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡି ଗ୍ରାମର ବଡ଼ଦାଣ୍ଡ ଠାରେ ଆଜି ଏକ ଜନଶୁଣାଣୀ କାର୍ଯ୍ୟକ୍ରମ ଓ ସ୍ବାଗତ ସମ୍ବର୍ଦ୍ଧନା ସଭା ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ମଣ୍ଡଳ ସଭାପତି ସୁଶାନ୍ତ କୁମାର ଡାକୁଆ ଙ୍କ…

କେ.ଏମ୍.ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ନେତାଜୀ ଜୟନ୍ତୀ ପାଳିତ

ଆର,ଉଦୟଗିରି(ମନୋଜ କୁମାର ପାଢୀ/୨୩/୧):-ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ୍ ଅଧିନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ କେ .ଏମ. ଭାଲିଆସାହି ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଉକ୍ତ…

ଜଙ୍ଗଲ ସୁରକ୍ଷା ନିମନ୍ତେ ସଚେତନ ରାଲି ଅନୁଷ୍ଠିତ

ଚନ୍ଦ୍ରପୁର(କୈଳାସ ମାଳ ବିଶୋଇ)-: ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ଚନ୍ଦ୍ରପୁର ବନ ବିଭାଗ ଫରେଷ୍ଟର ଅସ୍ପିନ କୁମାର କରକରିଆଙ୍କ ନେତୃତ୍ୱ ରେ ଜନ ସୁରକ୍ଷା ନିମନ୍ତେ ସଚେତନ ରାଲି ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥିଭାବେ ସାର୍କୀମା ସରପଞ୍ଚ ଶ୍ରୀ ଫକିର ମୋହନ ଗୋମିଡାଙ୍ଗା ଯୋଗଦେଇଥିଲେ…
error: Content is protected !!