ଆସିଲା ମାଟ୍ରିକ୍‌ ଆଡମିଟ କାର୍ଡ, ବୋର୍ଡ ୱେବସାଇଟରୁ ଏପରି କରନ୍ତୁ ଡାଉନ୍‌ଲୋଡ୍‌..

ଭୁବନେଶ୍ୱର, ସଂଜୀବ କୁମାର : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫେବୃଆରୀ ୨୧ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ଯାଏଁ ଚାଲିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିିଥିବା ବେଳେ ଆଜିଠାରୁ…

ଫ୍ରାନ୍ସ ଓ ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନକାଳୀନ ମନ୍ତବ୍ୟ

ଭୁବନେଶ୍ୱର,(ପି.ଆଇ.ବି):- ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରୋନଙ୍କ ନିମନ୍ତ୍ରଣ ଅନୁଯାୟୀ ମୁଁ ଫେବୃଆରୀ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସ ଗସ୍ତ କରିବି। ପ୍ୟାରିସରେ, ମୁଁ ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ଯୋଗଦେବି, ଯାହା ବିଶ୍ୱନେତା ଏବଂ ବିଶ୍ଵର ବୈଷୟିକ କ୍ଷେତ୍ରର ସିଇଓମାନଙ୍କର ଏକ …

ମହାକୁମ୍ଭ ୨୦୨୫: ପ୍ରୟାଗରାଜରେ ୭ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ଚିକିତ୍ସିତ; କାନାଡା, ଜର୍ମାନୀ, ରୁଷିଆର ବିଶେଷଜ୍ଞଙ୍କ…

ଭୁବନେଶ୍ୱର,(ପି.ଆଇ.ବି):- ମହାକୁମ୍ଭ ୨୦୨୫ରେ ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଉଛି ଏବଂ ମେଳା ପ୍ରଶାସନ ପକ୍ଷରୁ ବ୍ୟାପକ ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି। ସାଧାରଣ ରୋଗଠାରୁ ଆରମ୍ଭ କରି ସ୍ବତନ୍ତ୍ର ଚିକିତ୍ସା ପର୍ଯ୍ୟନ୍ତ ବ୍ୟାପକ ସ୍ବାସ୍ଥ୍ୟସେବା ଉପଲବ୍ଧ…

ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଚନ୍ଦ୍ରପୁର,(କୈଳାସ ମାଳବିଶୋଇ):- ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଚନ୍ଦ୍ରପୁର ବ୍ଲକସଦର ମହକୁମାସ୍ଥିତ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତ ରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ…

ଜିଲ୍ଲାପାଳଙ୍କ  ମିଳିତ  ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।

ଆର,ଉଦୟଗିରି(ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ଅନ୍ତର୍ଗତ ପୁରୁଣାପାଣିି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ…

ନୀଳମାଧଵ ମହାବିଦ୍ୟାଳୟରେ  ଆତ୍ମ ରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

ନୟାଗଡ,(ପ୍ରଭାକର ଶିରୋମଣି):- ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ  ନୀଳ ମାଧବ ମହାବିଦ୍ୟାଳୟ ପରିସରରେ ଉଚ୍ଚ ଶିକ୍ଷା  ନି   ର୍ଦେଶକ କ୍ରମେ + ୩ ପ୍ରଥମ ବର୍ଷର ଛାତ୍ରୀ ମାନଙ୍କୁ ନେଇ ଆତ୍ମ ରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶ୍ରୀ ଶରତ କୁମାର ସାହୁ ଙ୍କ ସଭାପତିତ୍ୱରେ ଆଜି ସୋମବାର…

ବୁଦ୍ଧଖୋଲ ମହୋତ୍ସବ ୨୦୨୫ ର ଦ୍ୱିତୀୟ ସନ୍ଧ୍ୟା ଅନୁଷ୍ଠିତ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ଐତିହାସିକ ଶୈବପୀଠ ବୁଦ୍ଧଖୋଲ ପାଦଦେଶରେ ତିନିଦିନ ଧରି ଅନୁଷ୍ଠିତ ବୁଦ୍ଧଖୋଲ ମହୋତ୍ସବ ୨୦୨୫ ରବିବାର ଦିନ ଦ୍ୱିତୀୟ ସନ୍ଧ୍ୟାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବୁଦ୍ଧଖୋଲ ଉନ୍ନୟନ ସମିତିର ସଭାପତି ତଥା ମତ୍ସ୍ୟ ଓ ପଶୁ…

ଦିଲ୍ଲୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାତା ସମ୍ପାଦକ ଙ୍କ ପର ଲେକ,

ଦିଲ୍ଲୀ,(ଏସ.ଏମ.ପି):- ଦିଲ୍ଲୀରେ ଶ୍ରୀ ନୀଳାଚଳ ସେବା ସଙ୍ଘ ଗଠନ ସହ ବିଭିନ୍ନ ସମୟରେ ଏହାର ବିଭିନ୍ନ ପଦ ପଦବୀ ର ଦାୟିତ୍ୱ ନେଇ ନିଷ୍ଠା ର ସହ କାର୍ଯ୍ୟ ତୁଲାଇ ଆସିଥିବା, ଦିଲ୍ଲୀ ର ସ୍ଥାନୀୟ ହlଉଜ଼ଖାସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ର ନିର୍ମାଣ ର ଅନ୍ୟତମ ପ୍ରମୁଖ କର୍ଣଧାରା,,ଠାକୁର…

କଣ୍ଟିଲୋ ମାଘମେଳା ମହୋତ୍ସବ ଆରମ୍ଭ  

  ନୟାଗଡ,(ପ୍ରଭାକର ଶିରୋମଣି):- ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର କଣ୍ଟିଲୋ ନୀଳମାଧଵ ପୀଠ ଯାତ୍ରା ପଡିଆରେ ମାଘ ମେଳା ମହୋତ୍ସବ ତୃତୀୟ ବର୍ଷ ପାଇଁ ଗତ  ୯ ତାରିଖ ରବିବାର ଆରମ୍ଭ ହୋଇଛି l ଆୟୋଜିତ ଏହି ଉତ୍ସବ କୁ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ଖଣ୍ଡପଡା ପଞ୍ଚାୟତ ସମିତି ପୂର୍ବତନ…

କ୍ଲଷ୍ଟର ସ୍ତରୀୟ ନିପୂଣ ଓଡ଼ିଶା ମେଳା ଉଦଯାପିତ

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସିପାଞ୍ଜିରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ନିପୂଣ ଓଡିଶା ମେଳା- ୨୦୨୫ ସିଆରସିସି ସରୋଜ କୁମାର ନାହାକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ…
error: Content is protected !!