ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହୋତ୍ସବ ରେ ବିଭିନ୍ନ ଜଟିଳ ରୋଗ ନିରୂପଣ କରି ରୋଗୀ ଉପକୃତ ହେବା ଆବଶ୍ୟକ:- ମନ୍ତ୍ରୀ…
ବ୍ରହ୍ମପୁର, (ବିଚିତ୍ର ସାହୁ) :- ଦକ୍ଷିଣ ଓଡ଼ିଶା ଫାର୍ମାସିଷ୍ଟ ସଂଘର ୨୫ବର୍ଷ ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହୋତ୍ସବ ଫେବୁଆରୀ ୧୯ ବୁଧବାର ଠାରୁ ଆରମ୍ଭ ହୋଇଛି । ୨୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ୟୁ ସି ପି ଇଞ୍ଜିନିୟରିଂ ସ୍କୁଲ ଖେଳ ପଡିଆ ଠାରେ ଆହୋଜିତ ହେବ ।!-->…