ପ୍ରଥମ ଚିରଞ୍ଜିତ ସ୍ମାରକୀ ଟୁର୍ଣ୍ଣ।ମେଣ୍ଟ

ବ୍ରହ୍ମପୁର, (ରାଜେନ୍ଦ୍ର ସାହୁ):- ଯୁବ ସାମ୍ବାଦିକ ତଥା ଆଇନଜୀବୀ ସ୍ଵର୍ଗତ ଚିରଞ୍ଜିତ ରାଜଗୁରୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରଥମ ସ୍ମାରକୀ ଦିନିକିଆ ଫଟାଫଟ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଖେଳ ପଡିଆରେ ରୟଲ ଷ୍ଟ୍ରାଇକର କ୍ରିକେଟ…

ବାଲିଗୁଡ଼ାରେ ଓଡ଼ିଆ ବିଭାଗ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ବିଶ୍ଵ ମାତୃଭାଷା ଦିବସ ପାଳିତ

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)ତା-୨୧.୦୨.୨୫ରିଖ ଦିନ ଆଦିବାସୀ ମହାବିଦ୍ୟାଳୟ, ବାଲିଗୁଡ଼ାରେ ଓଡ଼ିଆ ବିଭାଗ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ବିଶ୍ଵ ମାତୃଭାଷା ଦିବସ ପାଳିତ ହୋଇଥିଲା।ଏହି ଆଲୋଚନା ସଭାରେ ମହାବିଦ୍ୟାଳୟର ଅଧ୍ଯକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ସୀ ସଭାପତିତ୍ବ କରିଥିଲେ…

ରାୟଗଡା ପୋଲିସ ଦ୍ୱାରା ଜନ ସମ୍ପର୍କ ଶିବିର ଅନୁଷ୍ଠିତ

ଚନ୍ଦ୍ରପୁର, (କୈଳାସ ମାଳବିଶୋଇ):- ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦିରୀ ଗ୍ରାମ ଠାରେ ପୋଲିସ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା l ରାୟଗଡା ପୋଲିସ ଆରକ୍ଷୀ ଅଧିକାରୀ S ସ୍ଵାତି କୁମାର ଙ୍କ ନେତୃତ୍ୱ ରେ ବନ୍ଦିରୀ ଗ୍ରାମ ଠାରେ ବିଷମକଟକ SDPO ଶ୍ରୀମତୀ ସନ୍ତୋଷିନୀ ଓରାମ,…

ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ବୈଠକ ଅନୁଷ୍ଠିତ 

ନୟାଗଡ, ( ପ୍ରଭାକର ଶିରୋମଣି ):- ନୟାଗଡ ଜିଲ୍ଲାର ବହୁ  ପୁରାତନ ସାମ୍ବାଦିକ ସଂଘ ର ଏକ ଗୁରୁତ୍ୱ ପୂର୍ଣ୍ଣ  ବୈଠକ ନୟାଗଡ ଜିଲ୍ଲା ଅନ୍ତର୍ଗତ ପାଣି ପୋଇଲା ନିକଟସ୍ଥ ବଡ ହାମରା ଠାରେ ଏକ ଶାନ୍ତ ଶୀତଳ ପରିବେଶ ମଧ୍ୟରେ ଆଜି ରବିବାର ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ଏହି ବୈଠକରେ ସଂଘ ର…

ମାଳବନ୍ଧ କାମ ଚାଲିଥିଲା ବେଳେ ଗାଡି ପାର୍କିଙ୍ଗ 

ନୟାଗଡ,(ପ୍ରଭାକର ଶିରୋମଣି ):- ରାଜ୍ୟର ପ୍ରମୁଖ  ପର୍ଯ୍ୟଟନ କେନ୍ଦ୍ର ନୀଳମାଧଵ ପୀଠରେ ଚାଲିଥିବା ଦକ୍ଷିଣ ପାର୍ଶ୍ଵ ମାଳବନ୍ଧର ନିର୍ମାଣ କାର୍ଯ୍ୟ ଚାଲିଥିଲା ବେଳେ ସେହି ସ୍ଥାନରେ ଗାଡି ପାର୍କିଙ୍ଗ କରାଯାଉଥିବାରୁ ଓ କଂକ୍ରିଟ ସିମେଣ୍ଟ କଞ୍ଚା ରହୁଥିବାରୁ ରାସ୍ତା ଫାଟୁ ଥିବା ଅଭିଯୋଗ…

ହିନ୍ଦୁ ଦେବାଦେବୀ ତଥା ହିନ୍ଦୁ ସଂସ୍କୃତିକୁ ଅପମାନ କରିବା ସହିତ ହିନ୍ଦୁ ମାନଙ୍କୁ ବୋମା ମାଡ଼ କରିବା ଭଳି ମନ୍ତବ୍ୟ…

ଆର.ଉଦୟଗିରି (ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ନୂଆଗଡ ବ୍ଲକର ଦୁଇଜଣ ଖ୍ରୀଷ୍ଟିଆନ ଧର୍ମର ବ୍ୟକ୍ତି-ତଥା ବିପିଏଲ_କାର୍ଜୀ, ପିତା-ଦିନ କାର୍ଜୀ,(ଗ୍ରାମ-ତଜର, ପଂଚାୟତ-କେ ଝାଲେରସିଂ) ଏବଂ ବୁଲୁ ରଇତ, ପିତା-ସୁଲମ ରଇତ,(ଗ୍ରାମ-ମାଣିକପୁର, ପଂଚାୟତ-ଅନ୍ତରଡ଼ା) ଏହି ଦୁଇଜଣ ବ୍ୟକ୍ତି ଭିଡ଼ିଓ…

ଲୁହାଙ୍ଗର ଠାରେ ଭିତ୍ତିପ୍ରସ୍ତର ସ୍ଥାପନର ୭ ମାସ ବିତିଲା ଆବାସିକ ବିଦ୍ୟାଳୟ ନିର୍ମାଣ କେବେ ?

ଆର.ଉଦୟଗିରି (ମନୋଜ କୁମାର ପାଢୀ):- ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣ ନେଇ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଅଞ୍ଚଳର ବିକାଶ ହେବ। ଉନ୍ନତ ମାନର ଶିକ୍ଷା ଲାଭ କରିବେ ଆଦିବାସୀ ଛାତ୍ରଛାତ୍ରୀ ବୋଲି ଲୋକଙ୍କୁ ସ୍ୱପ୍ନ ଦେଖାଇଥିଲେ କେନ୍ଦ୍ର…

ବୁଗୁଡ଼ାରେ ଡ୍ରେନ୍ ଅବରୋଧ ସମସ୍ୟା, ସାମାନ୍ୟ ବର୍ଷାରେ ଛକରେ ଜମୁଛି ପାଣି , ପ୍ରତିକାର ଦାବି

ବୁଗୁଡ଼ା, (ସୋରେନ କୁମାର ପ୍ରଧାନ):- ସ୍ଥାନୀୟ ମଦନ ମୋହନ ଛକ ସାମାନ୍ୟ ବର୍ଷାରେ ଜଳାର୍ଣ୍ଣବ ଯୋଗୁଁ ଯାତାୟାତରେ ଅସୁବିଧା ହେଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ସହରର ସେହି ମୁଖ୍ୟ ଛକରେ ଜମୁଥିବା ପାଣି ଡ୍ରେନ ଅବରୋଧ ଯୋଗୁଁ ନିଷ୍କାସନ ହୋଇ ନ ପାରି ରାସ୍ତାରେ ଭାସୁଛି ।…

ବାଇକ୍ ଧକ୍କାରେ କୃଷ୍ଣସାର ମୃଗ ମୃତ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ବୁଗୁଡ଼ା-ବାଲିପଦର ରାସ୍ତାରେ ବାଙ୍କେଶ୍ଵରୀ ମନ୍ଦିର ନିକଟରେ ଏକ କୃଷ୍ଣସାର ମୃଗ ବାଇକ୍ ଧକ୍କାରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ପ୍ରକାଶ ଯେ, ଆଜି ସନ୍ଧ୍ୟାରେ ଏକ ମାଈ କୃଷ୍ଣସାର ମୃଗ ଦ୍ରୃତ ଗତିରେ ରାସ୍ତା ପାରି ହେଉଥିବା ବେଳେ ବାଇକ୍ ସହ ଧକ୍କା…

ମହାଶିବରାତ୍ରୀ ପାଇଁ ସଜେଇ ହେଉଛି ଶୈବପୀଠ

ବୁଗୁଡ଼ା, (ସୋରେନ କୁମାର ପ୍ରଧାନ):- ମହାଶିବରାତ୍ରୀ ପାଇଁ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଶୈବପୀଠ ସଜେଇ ହେଉଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଜାଗର ଯାତ୍ରାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ମନ୍ଦିର ପରିଚାଳନା କମିଟି ଗୁଡିକ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ସହ କାର୍ଯ୍ୟସୂଚୀମାନ ମଧ୍ୟ…
error: Content is protected !!